Odisha Link
Bridging the Missing Links in Odisha

ଦଳିଦେଲା ଦନ୍ତା, ୩ ମୃତ

ପଦ୍ମପୁର: ଦନ୍ତା ଆତଙ୍କ। ପଦ୍ମପୁର ରେଂଜ ରାଇସଲପଦର ପଞ୍ଚାୟତର ୨ଟି ଗାଁରେ ହାତୀ ଆକ୍ରମଣ। ଆକ୍ରମଣରେ ତିନି ଜଣଙ୍କର ମୄତ୍ୟୁ ହୋଇଛି। ମୃତକ ହେଲେ ରାଇସଲପଦର ଗ୍ରାମପାୟତ ଉମରାଡ଼ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାର। ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ।

ନାଥପାଲି ଗାଁକୁ ଆସି ହାତୀ ଆକ୍ରମଣର ଶିକାର କରି ହେଲେ। ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ଅଞ୍ଚଳରେ ହାତୀ ଉପଦ୍ରବ ଥିବା ନେଇ ବନବିଭାଗ ଲୋକଙ୍କୁ ସୂଚନା ଦେଇନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.