ଆସନ୍ତା ଏପ୍ରିଲ୨୮ରେ ଓପିଏସ୍ସି ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ ତାରିଖରେ ହେବ ଓଡ଼ିଶା ଲୋକସେବା ଆୟୋଗ ତଥା ଓପିଏସ୍ସି ପରୀକ୍ଷା। ଏହି ପରୀକ୍ଷା ଗତକାଲି ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ହେଲେ ସପ୍ତାହାନ୍ତ ସଟଡାଉନ କାରଣରୁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି।
କରୋନା ସଂକ୍ରମଣ ବଢୁଥିବାରୁ ପରୀକ୍ଷାକୁ ଆହୁରି…