Odisha Link
Bridging the Missing Links in Odisha

ଅଶୋକ ଗେହଲଟଙ୍କୁ କରୋନା

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି କହିଛନ୍ତି ଯେ, କରୋନା ଟେଷ୍ଟ କରିବା ପରେ ଆଜି ମୋର ରିପୋର୍ଟ ପଜିଟିଭ ଆସିଛି। ମୋ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ। ମୁଁ ସୁସ୍ଥ ଅନୁଭବ କରୁଛି। ଏଥିସହ କୋଭିଡ ନିୟମ ପାଳନ କରି ମୁଁ ଆଇସୋଲେସନ୍‌ରେ ରହିବା ସହ ମୋ କାର୍ଯ୍ୟ ଜାରି ରଖିବି।