Odisha Link
Bridging the Missing Links in Odisha
Daily Archives

April 29, 2021

ମାସ୍କ ପାଇଁ ଫାଇନ ୫.୨୪ କୋଟି

ଭୁବନେଶ୍ବର:  କୋଭିଡ୍ ନିୟମ ପାଳନ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତଙ୍କ ଲୋକମାନଙ୍କୁ ନିବେଦନ କରିଛନ୍ତି। ଲୋକମାନେ କଟକଣା ନ ମାନିଲେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ପୁଲିସ ବାହିନୀର ମୁଖ୍ୟ କାମ ହେଉଛି…

ଦିନକରେ ରାଜଧାନୀରୁ ୮୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୬ ଜଣ…

୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ…

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା…

କମିଲା କୋଭାକ୍ସିନ ଦର

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଭିତରେ ଲୋକଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ମହାମାରୀ ସମୟରେ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଥିବା କରୋନା ଟିକା ‘କୋଭାକ୍ସିନ୍‌’ ଦର ହ୍ରାସ କରାଯାଇଛି। ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ୍‌’ର ଦର ହ୍ରାସ ନେଇ ବିଜ୍ଞପ୍ତିି ଜାରି…

ଭଲ ହେବ ମରିଯାଅ: ଏଭଳି କହି କ୍ଷମାମାଗିଲେ…

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲଗାଉଛନ୍ତି ସରକାର। ଏସବୁ ମଧ୍ୟରେ କର୍ଣ୍ଣାଟକର କରୋନା ମାମଲା ବଢ଼ିବାର ଲାଗିଛି।…

ପାଠପଢ଼ାରେ ବାଧକ ସାଜି ପାରିଲାନି କରୋନା

ବ୍ରହ୍ମପୁର: ନିଜର ଅଦମ୍ୟ ପାଠପଢ଼ା ନେଇ ଇଛାଶକ୍ତି ଆଗରେ ବାଧକ ସାଜି ପାରିନି କରୋନା। କରୋନା ମହମାରୀ ଦୁର୍ବଳ  କରିପାରିନି ତାଙ୍କ ମନୋବଳ। କରୋନା କାଳରେ ଲୋକ ପଜିଟିଭ ହେଇ ଛାନିଆ ହେଉଥିବା ବେଳେ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଯୁବକ ନିଜ ପାଠପଢ଼ାରେ ବ୍ୟସ୍ତରହୁଥିବାର ଦୃଶ୍ୟ ଦେଖିବାକୁ…

ଲଜ୍ଜା: ୭୦ ବର୍ଷୀୟ ବୃଦ୍ଧାଙ୍କୁ…

ଢେଙ୍କାନାଳ: ୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ୨ ଜଣ ଦୁର୍ବୁତ୍ତ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କୁ ଡାକି ନେଇ ଗଣ ଦୁଷ୍କର୍ମ ନେଇ…

ଅମାନିଆ ହେଲେ ଲକ୍‌ଡାଉନ ଓ ସଟଡାଉନ!

ଭୁବନେଶ୍ବର: ଅମାନିଆ ହେଲେ ହୋଇପାରେ ଲକ୍‌ଡାଉନ ଓ ସଟଡାଉନ। ଅମାନିଆଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁଠି ଲୋକ ଅମାନିଆ ହେବେ କିମ୍ବା ଭିଡ ହେବ ସେଠାରେ କଡା ପଦକ୍ଷେପ ନିଆଯାଇପାରେ। ସେଭଳି ଜାଗାରେ ଲକ୍‌ଡାଉନ ଓ…

୪ ଛୁଆର ମା’କୁ ଧରି ଛୁ ମାରିଥିଲା…

କେନ୍ଦୁଝର: କଥାରେ ଅଛି ବୃଦ୍ଧ କାଳେ ରାସଲୀଳା। ୪ଟି ଛୁଆର ମା'ଙ୍କ ପ୍ରେମରେ ମତୁଆଲା ହୋଇ ଫେରାର ହୋଇଗଲେ ୬୦ ବର୍ଷିୟ ବୃଦ୍ଧ। ପରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ବୃଦ୍ଧ ଜଣକ। ଏମିତି ଏକ ଖବର ଆସିଛି କେନ୍ଦୁଝର ଟାଉନ୍‌ ଥାନା ମଣ୍ଡୁଆ ମୁଣ୍ଡାସାହିରୁ। ମିଳିଥିବା ସୂଚନା ମୁତାବିକ, ୪ଟି ଛୁଆର ମା'କୁ ଜଣେ…

ଆଜି ୪.୩୦ଟାରେ କହିବେ ଡିଜିପି,…

ଭୁବନେଶ୍ବର: ଆଜି ଅପରାହ୍ନ ୪.୩୦ଟାରେ କହିବେ ପୁଲିସ ଡିଜି ଅଭୟ। ପ୍ରେସ୍‌ମିଟ୍ ଜରିଆରେ ଦେଇପାରନ୍ତି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା। କୋଭିଡ କଟକଣା ନେଇ କରିପାରନ୍ତି ନୂଆ କଟକଣା। ଏନେଇ ରହିଛି ସବୁ ରାଜ୍ୟବସୀଙ୍କ ନଜର। ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…