Odisha Link
Bridging the Missing Links in Odisha
Daily Archives

April 29, 2021

ନବୀନ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ

ଆଳି: ନବୀନ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ। ଦୁର୍ବ୍ୟବହାର ଶିକାର ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ମୁଁ ରମାଦେବୀ କଲେଜରେ ଯୁକ୍ତ ୨ରେ ପଢୁଛି। ନବୀନ ପଟ୍ଟନାୟକଙ୍କୁ ସବୁ ବର୍ଷ ରାକ୍ଷୀ ବାନ୍ଧିବାକୁ ଯାଏ। ସେ ମୋ ଭାଇ, ସେ କେବେ ନିରାଶ…

ଶ୍ମଶାନରେ ମିଳିଲାନି ସ୍ଥାନ, ସାଇକେଲରେ…

ଯଉଁପୁର: ସାରା ଦେଶରେ କୋଭିଡ୍‌ର ଦ୍ବିତୀୟ ଲହର ବ୍ୟାପକ ହେଉତିବା ବେଳେ ପୁଣି ଆସିଛି ଏକ ଛାତିଥରା ଦୃଶ୍ୟ। କୋଭିଡ୍‌ ସଂକ୍ରମଣ ଭୟରେ ଗ୍ରାମବାସୀ ଜଣେ ମହିଳାଙ୍କ ମୃତଦେହକୁ ଗାଁ ମଶାଣିରେ ଦାହ କରିବାକୁ ମନା କରିବାରୁ ବାଧ୍ୟହୋଇ ବୃଦ୍ଧ ସ୍ବାମୀ ଏକା ଏକା ଶବସତ୍କାର କରିଛନ୍ତି। ନିଜ ସାଇକେଲରେ ବସ୍ତା ଭଳି…

ଅକ୍ସିଜେନ ଉପରେ ଲାଗିଲା ଏସମା

ଭୁବନେଶ୍ବର: ଅକ୍ସିଜେନ ଉପରେ ଲାଗିଲା ଏସମା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକ୍ୟୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣରେ ଯେପରି କୌଣସି ସମସ୍ୟା ନ ଉପୁଜେ ଏଥିପାଇଁ ଏସେନ୍ସିଆଲ୍ ସର୍ଭିସେସ୍…

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ୱାଇ+…

ମହାରାଷ୍ଟ୍ର: ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ୱାଇ+ ସୁରକ୍ଷା। କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲାଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଭବିଷ୍ୟତରେ ବିପଦକୁ ନଜରରେ ରଖି ଏନେଇ ଆଦେଶ ଜାରି କରିଛନ୍ତି।…

ଅଶୋକ ଗେହଲଟଙ୍କୁ କରୋନା

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। https://twitter.com/ashokgehlot51/status/1387619126462402564…

ଦେଶରେ ଅଣାୟତ୍ତ କରୋନା, ଦିନକରେ ୩୬୪୫…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଥମୁନାହିଁ। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟାରେ ୩ଲକ୍ଷ ୭୯ ହଜାର ୨୫୭ ନୂଆ ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି।…

ଭୁବନେଶ୍ବର କୋର୍ଟକୁ ସିଲ୍‌ କଲା…

ଭୁବନେଶ୍ବର: ଭୁବନେଶ୍ବର କୋର୍ଟକୁ ସିଲ୍‌ କଲା ବିଏମ୍‌ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍‌ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍‌ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍‌ କରିଛି ବିଏମ୍‌ସି। ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପେ୍ଲକ୍ସକୁ…

ଆଜି ୧୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କଲାଣି। ସଂକ୍ରମଣ ବଢୁଥିବା ବେଳେ ଟିକାକରଣ କମୁଛି। ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ୧୨…

ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ୁଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି। ମୃତକଙ୍କ…

ଆସାମରେ ୬ଥର ଭୂକମ୍ପ ଝଟ୍‌କା

ଗୌହାଟି: ଆସାମରେ ଭୂକମ୍ପ ଝଟ୍‌କା।ଗୁରୁବାର ବିଳମ୍ବିତ ରାତିରେ ୬ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ପ୍ରଥମ ଝଟ୍‌କା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍‌କା ୨.୩୮ମିନିଟରେ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି। ରାତି ୧୨ଟା ପରେ ଗୋଟିଏ ପରେ…