Odisha Link
Bridging the Missing Links in Odisha

ଭୁବନେଶ୍ବର କୋର୍ଟକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର: ଭୁବନେଶ୍ବର କୋର୍ଟକୁ ସିଲ୍‌ କଲା ବିଏମ୍‌ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍‌ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍‌ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍‌ କରିଛି ବିଏମ୍‌ସି।

ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପେ୍ଲକ୍ସକୁ ଯାଇପାରିବେନି। କେବଳ ବିଏମସି ଅଧିକୃତ କର୍ମଚାରୀଙ୍କୁ କୋର୍ଟ କମ୍ପେ୍ଲକ୍ସକୁ ଯିବାକୁ ଅନୁମତି ମିଳିବ।

Leave A Reply

Your email address will not be published.