Odisha Link
Bridging the Missing Links in Odisha
Daily Archives

May 2, 2021

ଆସାମରେ ପୁଣି ବିଜେପି, କେରଳରେ ଖାତା…

ଓଏଲ୍‌ ବ୍ୟୁରୋ: ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ଆଜି ଭୋଟଗଣତି ହୋଇଥିବା ବେଳେ ଗୋଟିଏ ମାତ୍ର ରାଜ୍ୟରେ ବିଜେପି ବାଜିମାତ କରିଛି। ଆସାମରେ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି। ଅନ୍ୟପଟେ ବହୁ କସରତ ସତ୍ତ୍ବେ କେରଳରେ ଗୋଟିଏ ବି ଆସନ ହାତେଇ ପାରିନି ଏହି ଜାତୀୟ ଦଳ। ଆସାମ,…

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଥରେ ତୃଣମୂଳ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦଳ ମୁଖ୍ୟ ମମତା ବାନାର୍ଜୀ। ମମତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ସରକାରଙ୍କ ଯଥାସମ୍ଭବ କେନ୍ଦ୍ର ସହଯୋଗ…

କାମଦେଲାନି ମୋଦିଙ୍କ ମ୍ୟାଜିକ୍,…

ଓଏଲ୍‌ ବ୍ୟୁରୋ: ବେଙ୍ଗଲରେ ବାଜି ମାରିଛନ୍ତି ବାନାର୍ଜୀ ଦିଦି। ବହୁ ପ୍ରଚେଷ୍ଟା ସତ୍ବେ ମଉଳିଯାଇଛି ମୋଦି ମ୍ୟାଜିକ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତାଙ୍କ ଘନଘନ ପ୍ରଚାର ସଭା ଓ ଶୋଭାଯାତ୍ରା ସତ୍ତ୍ବେ ପଶ୍ଚିମବଙ୍ଗରେ ଆଣ୍ଠେଇଛି ଦେଶର…

ପଶ୍ଚିମବଙ୍ଗରେ ପୁଣି ମମତା

କୋଲକାତା: କାମ ଦେଲାନି କୋବ୍ରା ବିଷ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳକୁ ରାଜ୍ୟରେ ବିଜୟୀ କରିବାର ଯେଉଁ ବିଷାକ୍ତ ବୟାନ ଦେଇଥିଲେ ତାହା ଫିକା ପଡ଼ିଛି। ୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ମମତା…

ଲକ୍‌ଡାଉନ୍‌ରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦୈନିକ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ୮ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଚାଲି ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା…

୬୯୪୪ ଜଣିଆ ତାଲିକରେ ଆପଣ ନାହାନ୍ତି!

ଭୁବନେଶ୍ବର: କରୋନାର ଦ୍ବିତୀୟ ଜୁଆରରେ ରାଜ୍ୟର ୧୫ ସରିକି ସାମ୍ବାଦିକ ପ୍ରାଣ ହରାଇବା ପରେ ଆଜି ସରକାରଙ୍କ ନିଦ ଭାଙ୍ଗିଛି। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅବଶ୍ୟ ଧନ୍ୟବାଦ ଦେବା। କିନ୍ତୁ ଏ ଘୋଷଣାରେ…

ଫେରିଲା ଲକ୍‌ଡାଉନ୍, ୬ ଘଣ୍ଟା କଟକଣା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଛନ୍ତି ଅନେକ କଟକଣା। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ…

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା…

ଭୁବନେଶ୍ବର: କରୋନର ଦ୍ବିତୀୟ ଲହରରେ ରାଜ୍ୟର ୧୫ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଗଲା ପରେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ରବିବାର ଦିନ ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘୋଷଣା ଦ୍ବାରା ରାଜ୍ୟର ୬୯୪୪ ସ୍ବାମ୍ବାଦିକ ଉପକୃତ ହେବେ। ଘୋଷଣା ଅବସରରେ…

ଓଡ଼ିଶାରେ ୧୪ ଦିନିଆ ଲକ୍‌ଡାଉନ୍‌:…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଛନ୍ତି ଅନେକ କଟକଣା। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ…

ମେ’ ୫ରୁ ରାଜ୍ୟରେ ଲକ୍‌ଡାଉନ୍,…