Odisha Link
Bridging the Missing Links in Odisha
Daily Archives

May 12, 2021

ବିବାହର ୬ ଘଣ୍ଟା ପରେ ସ୍ତ୍ରୀଙ୍କ…

ବିହାର: ବେଦୀରେ ପରକନ୍ୟା ବିବାହ କଲେ। ସାତ ଜନ୍ମର ସାଥି ହେବାକୁ ଶପଥ ବି ନେଲେ। ମାତ୍ର ବିବାହ କରିବାର ୬ଘଣ୍ଟା ପରେ ପ୍ରାଣ ହରାଇଲେ ନବବଧୂ। ପାଲିଙ୍କିର ବସି ଶାଶୁ ଘରକୁ ଯିବା ବଦଳରେ ଉଠିଲା କୋକେଇ। ସ୍ୱାମୀ କଲେ ଅନ୍ତ୍ୟେଷ୍ଟି କ୍ରିୟା। ଏଭଳି ଏକ ଅତି ଦୁଃଖଦ ଘଟଣା ଘଟିଛି ବିହାର ମୁଙ୍ଗେର ଜିଲ୍ଲାର…

ଦେଶରେ କରୋନା: ଦିନକରେ ୪୨୦୫ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦିନକରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

ଆଜିଠୁ ଭବାନୀ ମଲରେ କୋଭିଡ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: କୋଭିଡ ଟେଷ୍ଟକୁ ଆହୁରି ସୁଗମ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଉଛି। ଭୁବନେଶ୍ୱର ସହିଦନଗର ସ୍ଥିତ ଭବାନୀ ମଲରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଇଛି। ଭବାନୀ ମଲ ପରିସରରେ ଉଭୟ ଆଣ୍ଟିଜେନ ଓ ଆରଟି-ପିସିଆର ଟେଷ୍ଟର ବ୍ୟବସ୍ଥା ହୋଇଛି। ଲୋକମାନେ…

ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ…

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ଘରୁ ଡାକି ନେଇ ଜଣେ ଡିଆର୍‌ଜି ଯବାନଙ୍କୁ ନେଇ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ଦୂଚନା ମୁତାବକ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା…

ରାଜ୍ୟରେ ପୁଣି ୧୧ ହଜାର ମୁହାଁ ଦୈନକ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଥିବା ବେଳେ ଆଜି ପୁଣି ଥରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୯୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ…