ଲକ୍ଡାଉନ ସମୟରେ ଲୋକଙ୍କ ପାଇଁ ସାହା…
ଭୁବନେଶ୍ୱର: କରୋନା ମହାମାରୀ ଚେନ୍ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ ଜାରି କରାଯାଇଛି। ଦିନ ୧୨ଟା ପରେ ଖାଁ ଖାଁ ସାରା ରାଜଧାନୀ। ଫଳରେ ଅନେକ କାମଦାମ ନପାଇ ଅଭାବରେ ରହିବାକୁ ବାଧ୍ୟ ହେଉଛନ୍ତି। ହୋଟେଲ ବଜାର ଖୋଲୁନଥିବାରୁ ଭଲରେ ଗଣ୍ଡେ ଖାଇପାରୁନାହାନ୍ତି। ଏଭଳି ସମୟରେ ସମସ୍ତଙ୍କ ପାଖରେ…