Odisha Link
Bridging the Missing Links in Odisha
Daily Archives

May 14, 2021

କାଳିଆ: ୪୨ ଲକ୍ଷ ଚାଷୀ ପରିବାର ପାଇଲେ…

ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର ଦେଇଛି ରାଜ୍ୟ କୃଷି ବିଭାଗ। ଆସନ୍ତାକାଲି ପାରମ୍ପରିକ ଭାବେ ଚାଷୀ ଅକ୍ଷିମୁଠି ଅନୁକୂଳ କରି ଚଳିତ ବର୍ଷର ଚାଷକାର୍ଯ୍ୟ ଆରମ୍ଭ କରିବାକୁ ଥିବା ବେଳେ ଆଜି ରାଜ୍ୟର ପ୍ରାୟ ୪୨ ଲକ୍ଷ କୃଷକ ପରିବାରକୁ କାଳିଆ ଯୋଜନାର କିସ୍ତି ବାବଦରେ ୯୨୦ କୋଟି ଟଙ୍କା…

ମାଡ଼ି ଆସୁଛି ବାତ୍ୟା ‘ତଉକ୍ତେ’

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ‘ତଉକ୍ତେ’। ବାତ୍ୟା ‘ତଉକ୍ତେ’ ଆରବ ସାଗର ଲାକ୍ଷାଦ୍ୱୀପ ନିକଟରେ ଡିପ୍ରେସନ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନ ବାତ୍ୟାରେ ପରିଣତ ହେବ। ବାତ୍ୟାରେ ପରିଣତ ହୋଇ ଗୁଜରାଟ ଉପକୂଳ ମୂହାଁ ହେବା ନେଇ ଆକଳନ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ,…

ସ୍ଫୁଟନିକ-ଭି ଟିକା ଦର ଘୋଷଣା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। କରୋନାକୁ ମାତ ଦେବା ପାଇଁ ଏବେ  ସାରା ଦେଶରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ରୁଷୀୟ ଟିକା ସ୍ଫୁଟନିକ -ଭି ଦର ପ୍ରକାଶ କରିଛି ଡ. ରେଡ୍ଡୀ ଲ୍ୟାବ। ସ୍ଫୁଟନିକ -ଭି ଡୋଜ…

କୋଭିସିଲଡ ପାଇଁ ସାନି ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ କୋଭିସିଲଡ ଟିକା ବ୍ୟବଧାନ ଅବଧି ପରେ କୋଭିସିଲଡ ଟିକା ପାଇଁ ସାନି ଗାଇଡଲାଇନ ଜାରି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଗାଇଡଲାଇନ ଜାରି…

କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ…

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ। ଆଲୋଚନାରେ ସମସ୍ତ ବିଧାୟକ ଅଂଶଗ୍ରହଣ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଧାୟକ ଯୋଡିହେବେ। କୋଭିଡ ମୁକାବିଲା ନେଇ…

କରୋନା ଚିକିତ୍ସା: ୨ଟି ଆୟୁର୍ବେଦିକ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି। କରୋନା ଚିକିତ୍ସା ପାଇଁ…

ପିଏମ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ…

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନାରେ ଦେଶର ୯.୫କୋଟି ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ସହାୟତା ପ୍ରଦାନ କରିଛନ୍ତି। ପିଏମ-କିସାନ ଯୋଜନାରେ ଯୋଗ୍ୟ କୃଷକ…

ମାସ୍କ ମୁକ୍ତ ହେଲା ଆମେରିକା

ନୂଆଦିଲ୍ଲୀ: ମାସ୍କ ମୁକ୍ତ ହେଲା ଆମେରିକା। ସାରା ବିଶ୍ୱ କରୋନାରେ ମହାମାରୀକୁ ମାତ ଦେବା ପାଇଁ ମାସ୍କ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା। ଆମେରିକାରେ ମାସ୍କ ଓ ସାମାଜିକ ଦୂରତା ଜରୁରୀ ନୁହେଁ। ଆମେରିକାବାସୀଙ୍କୁ ମାସ୍କ ପିନ୍ଧିବା…

ଦେଶରେ କରୋନା: ଦିନକରେ ୩.୪୩ ଲକ୍ଷ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କମିବାର ନା ଧରୁନି। ଗତ ୨୪ ଘଣ୍ଟାରେ ୩ ଲକ୍ଷ୪୩ହଜାର ୧୪୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା। ଦେଶରେ ୨୪ଘଣ୍ଟାରେ ୩ ଲକ୍ଷ୪୪ହଜାର ୭୭୬ ଜଣ ସୁସ୍ଥ ହୋଇ ଘରକୁ…

ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ…

ପୁରୀ: ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ। ଚନ୍ଦନଯାତ୍ରା ପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ ମହାପ୍ରଭୁ। ଅକ୍ଷୟ ତୃତୀୟା…