Odisha Link
Bridging the Missing Links in Odisha
Daily Archives

June 10, 2021

ଚଳିତ ବର୍ଷ ମଧ୍ୟ ଭକ୍ତ ଶୂନ୍ୟ ହେବ…

ଭୁବନେଶ୍ୱର: ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ଏସ୍ଆର୍‌ସିଙ୍କ ସୂଚନା ମୁତାବକ, ପୁରୀ ଛଡ଼ା ଓଡିଶା ଅନ୍ୟ…

ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ରେ ପଢ଼ିବେ ପିଲା,…

ଭୁବନେଶ୍ବର: ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସେସ୍‌ କରାଯିବ। କରୋନା ଯୋଗୁଁ ପ୍ରାୟ ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ହୋଇପାରି ନାହିଁ। ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ଦୁଇ ମାସ ହୋଇଥିଲା। ଅନ୍‌ଲାଇନ୍‌ ଯଥା ଟିଭି, ରେଡ଼ିଓ,…

ଓଡ଼ିଶା ​ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।…

ଟିକା ନେବେ ବାବା ରାମଦେବ, ସମସ୍ତଙ୍କୁ…

ନୂଆଦିଲ୍ଲୀ: କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ। ଏଥିସହ ଅନ୍ୟମାନେ ବି କରୋନା ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଫଳରେ ସେ ନିଜ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ…

ରାଜ୍ୟରେ ଆଜିଠୁ ୧୪ ତାରିଖ ଯାଏଁ ପ୍ରବଳ…

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଏହାର ପ୍ରଭାବରେ ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାର ଆକଳନ କରାଯାଇଛି । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ଆଜି ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ…

ସାବିତ୍ରୀରେ ସ୍ତ୍ରୀର ଆକ୍ରମଣରେ ସ୍ବାମୀ…

ବଡବିଲ: ସାବିତ୍ରୀରେ ସ୍ବାମୀକୁ ଆକ୍ରମଣ କଲା ସ୍ତ୍ରୀ। ସ୍ତ୍ରୀର ଆକ୍ରମଣରେ ସ୍ବାମୀ ଗୁରୁତର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମେଡିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଝାଡଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ଝାଡଗାଁର ମୋଟୁ ମୁଣ୍ଡା…

ଛୁଆଙ୍କ କରୋନା ଚିକିତ୍ସା ପାଇଁ…

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ଛୋଟ ଛୁଆଙ୍କ ଚିକିତ୍ସା ପାଇଁ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲଥ ସର୍ଭିସ ଦ୍ୱାରା ଗାଇଡଲାଇନ ଜାରି କରାଯାଇଛି।ଗାଇଡଲାଇନ…

କେନ୍ଦ୍ରର ଚେତାବନୀ ପରେ ନୂଆ ଆଇଟି…

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ମାନିବାକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ସାଇଟ୍ ମଧ୍ୟରେ ବିବାଦ ହୋଇଛି। ମାତ୍ର ଏବେ ସୋସିଆଲ ମିଡିଆ ସାଇଟ୍ କେନ୍ଦ୍ରର ନିୟମ ମାନିବାକୁ ରାଜି ହୋଇଛନ୍ତି। ଟ୍ୱିଟର୍ ଆଇଟି ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛି। କମ୍ପାନୀ ପକ୍ଷରୁ ସରକାରଙ୍କୁ ଚିଠି ଲେଖି…

ଦେଶରେ ୨୪ ଘଣ୍ଟାରେ ୬୧୪୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ମୃତ୍ୟୁସଂଖ୍ୟା ୬୦୦୦ ଟପିଯାଇଛି। ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ…

ଲଗାଣ ବର୍ଷାରେ ମୁମ୍ବାଇରେ ଭୁଶୁଡ଼ିଲା…

ମୁମ୍ବାଇ: ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା। ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଛି ମୁମ୍ବାଇ। ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।ଏପିରିକି ମୁମ୍ବାଇର ମାଲାଡ ଅଞ୍ଚଳରେ କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୧୫ରୁ ଅଧିକ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର…