Odisha Link
Bridging the Missing Links in Odisha
Daily Archives

June 18, 2021

‘ବାବା କା ଢାବା’ ମାଲିକଙ୍କ ଆତ୍ମହତ୍ୟା…

ନୂଆଦିଲ୍ଲୀ: ସୋଶିଆଲ୍‌ ମିଡିଆ ଜରିଆରେ ଚର୍ଚ୍ଚାକୁ ଆସି ରାତାରାତି ଷ୍ଟାର ପାଲଟିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ମୁତାବକ, ଗତ…

ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ

ପୁରୀ: ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ରଥ ସହ ସମ୍ପୃକ୍ତ ସେବାୟତଙ୍କ ୪ ଥର…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ମୋଟ୍‌ ୧୬ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଟିମ୍‌ରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ ଦାସ ସ୍ଥାନ ପାଇଛନ୍ତି। ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ। ବାକି ୬…

ଅନ୍‌ଲାଇନ୍‌ରେ ହେବ ୟୁଜି-ପିଜି ଫାଇନାଲ…

ଭୁବନେଶ୍ବର: ଚଳିତ ବର୍ଷ ହେବ ୟୁଜି ପିଜି ଫାଇନାଲ ପରୀକ୍ଷା। ଅନ୍‌ଲାଇନ୍‌ରେ ହେବ ୟୁଜି ପିଜି ପରୀକ୍ଷା। ରାଜ୍ୟରେ କୂଳପତିମାନଙ୍କ ମତାମତ ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ।ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସୂଚନା। ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡ଼ରେ ହେବ ୟୁଜି ପିଜି…

ଆଗକୁ ତୃତୀୟ ଲହର ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ମହାରାଷ୍ଟ୍ର ସରକାର ତୃତୀୟ ଲହରୀ ସଂକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି। ଏହାକୁ ନଜରରେ ରଖି ସଂକ୍ରମଣର ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି…

କୋଳ ଖାଲି କଲା କରୋନା, ବାହାଘର ଦିନ ପୁଅର…

ଭଦ୍ରକ: ପରିବାରରେ ହସଖୁସିର ମାହୋଲ ଥିଲା। କାରଣ ପୁଅର ବାହାଘର ହେବ। ନୂଆ ବୋହୁ ଆସିବ। ହେଲେ ହଠାତ୍‌ ପୁଅର ଦେହ ଅସୁସ୍ଥ ହୋଇଥିଲା। ଟେଷ୍ଟ କରିବାରୁ ରିପୋର୍ଟ ଆସିଥିଲା କରୋନା ପଜିଟିଭ। ଏମିତି ସ୍ଥିତିରେ ପରିବାର ଲୋକେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଆଉ ଆଶା ରଖିଥିଲେ ପୁଅ ସୁସ୍ଥ ହୋଇ ଫେରିବ ଆଉ…