Odisha Link
Bridging the Missing Links in Odisha
Monthly Archives

June 2021

କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ…

ଭୁବନେଶ୍ୱର: ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା ଜାରି ରହିଛି। ଓଡ଼ିଶା ମ୍ୟୁଜିକ୍‌ ୱେଲ୍‌ଫେୟାର ଆସୋସିଏସନ୍‌ର ସଦସ୍ୟମାନେ…

ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା। କରୋନାର ଦ୍ବିତୀୟ ଲହର ସରିନଥିବା ବେଳେ ଆସନ୍ତା ୨-୩ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ…

ଦେଶରେ ବଢ଼ୁଛି ବ୍ଲାକ ଫଙ୍ଗସ୍ ସଂକ୍ରମଣ,…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦେଶରେ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ୪୦,୮୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩,୧୨୯ ଜଣଙ୍କର…

ଜୁଲାଇ ୧୫ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି…

କୋଲକାତା: କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଅବଧି ବୃଦ୍ଧି କଲେ ସରକାର। ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ସରକାର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଲକ୍‌ଡାଉନରେ କିଛିଟା କେହଳ କରାଯାଇଛି। ରାଜ୍ୟରେ ୫୦ ପ୍ରତିଶତ…

କାଶ୍ମୀର ଓ ଲଦାଖ ନଥିବା ଭାରତ ମାନଚିତ୍ର…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏକ ବିବାଦୀୟ ମାନଚିତ୍ର ଜାରି କରି ପୁଣି ବିବାଦ ଘେରକୁ ଆସିଛି ଟ୍ୱିଟର। ଟ୍ୱିଟର ତରଫରୁ ଜାରି କରାଯାଇଥିବା ମାନଚିତ୍ରରେ ଲଦାଖ ଓ କାଶ୍ମୀରକୁ ଅଲଗା ଦେଶ ଭାବେ ଚିହ୍ନିତ କରାଯାଇଛି। ସୂଚନା ମୁତାବକ, ଟ୍ୱିଟରର କ୍ୟାରିୟର ପେଜର…

ସହକର୍ମୀଙ୍କୁ କିସ୍ କରି ପଦ ହରାଇଲେ…

ବ୍ରିଟେନ୍: ସହକର୍ମୀଙ୍କୁ କିସ୍ କରି ପଦ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ। ନିଜ ସହକର୍ମୀଙ୍କୁ କିସ୍ କରି ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍ ହେନକାକ୍ ଏବେ ଚର୍ଚ୍ଚାରେ। ମେଟ୍‌ ନିଜ ସହକର୍ମୀ ଜିନା କୋଲାଡେଙ୍ଗଲୋଙ୍କୁ କିସ୍ କରି କୋଭିଡ ନିୟମ ଉଂଲ୍ଲଘନ କରିଥିବା ଅଭିଯୋଗ ହୋଇଥିଲା। କିସ୍ ଫଟୋ…

୩ ବର୍ଷର ଭଉଣୀକୁ ଦୁଷ୍କର୍ମ କଲା ଭାଇ

ନୂଆଦିଲ୍ଲୀ: ଭାଇ ଭଉଣୀ ପବିତ୍ର ସମ୍ପର୍କରେ କଳଙ୍କ। ୩ ବର୍ଷର ଭଉଣୀକୁ ଦୁଷ୍କର୍ମ କଲା ଭାଇ। ଏଭଳି ଏକ ଲଜ୍ଜାଜନକ ତଥା ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ଜଣେ ୧୦ ବର୍ଷର କିଶୋର ନିଜ ତିନି ବର୍ଷୀୟ ସମ୍ପକୀୟ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ମାମଲା ରୁଜୁ କରି…

ତାରିଣୀ ବସ୍ତ୍ରାଳୟ ସିଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ଥିତ ତାରିଣୀ ବସ୍ତ୍ରାଳୟ ସିଲ୍। କରୋନା ପ୍ରକୋପ ଜାରି ରହିଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ଚଢ଼ାଉ କରିଥିଲା। ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି। ଦୋକାନ ସିଲ୍ କରିବା ସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଫାଇନ…

ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼…

ଭୁବନେଶ୍ୱର: କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ୱ। ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼ ହେବା ଦରକାର। ଏଭଳି କଳ୍ପନା କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସୋମବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ…

ସମ୍ ଅଲ୍ଟିମେଟ ମେଡିକେୟାରରେ ନବଜାତ…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ଏକ ନବଜାତ ଶିଶୁଠାରେ ଦେଖାଦେଇଥିବା ବିରଳ ଜନ୍ମଗତ ତ୍ରୁଟିର ଅସ୍ତ୍ରୋପଚାର କରି ତାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେଇଥିବା ଏହି ଶିଶୁପୁତ୍ରଟିର ଓଜନ ମାତ୍ର ୨ କିଲୋ ଥିବାବେଳେ ଜନ୍ମ…