Odisha Link
Bridging the Missing Links in Odisha
Daily Archives

July 4, 2021

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୧୭ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ଘଟିବା ସମୟରେ ବିମାନରେ ୮୫ଜଣ ଥିଲେ। ଏନେଇ ସୂଚନା ଦେଇଛନ୍ତି…

ସିଇଓ ପଦବୀରୁ ଇସ୍ତଫା ଦେବେ ଆମାଜନ…

ନୂଆଦିଲ୍ଲୀ: ସିଇଓ ପଦବୀରୁ ଇସ୍ତଫା ଦେବେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋଶ୍। ସୋମବାର, ଜୁଲାଇ ୫ ତାରିଖରେ ସେ କମ୍ପାନୀର ସିଇଓ ପଦବୀରୁ ଇସ୍ତଫା ଦେବେ। ତାଙ୍କ ସ୍ଥାନ ନେବେ ଆମାଜନର କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ବିଜନେସ ସଞ୍ଚାଳକ ଆଣ୍ଡି ଜେସି। ପ୍ରାୟ ୩୦ ବର୍ଷ ଯାଏଁ ସିଇଓ ପଦବୀରେ ଥିବା ଜେଫ ବେଯୋଶ…

ଦୁଇ ଦୁଇଟି ବାଲ୍ୟବିବାହ ଅଟକାଇଲା…

ବାଲିଆପାଳ: ବାଲ୍ୟବିବାହ ଅଟକାଇଲା ଚାଇଲ୍ଡଲାଇନ। ବାଲ୍ୟବିବାହ ପୂର୍ବରୁ ୨ ଜଣ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବିକ, ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ହେବାକୁ ଥିବା…

୨୦୨୨ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ

ପୁରୀ: ୨୦୨୨ ସୁଦ୍ଧା ଜଗନ୍ନାଥ ଧାମ ପୁରୀରୁ ଉଡ଼ିବ ବିମାନ। ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର। ସିପସରୁବାଲିରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ହେବ ହେବ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀଙ୍କ ସୂଚନା ମୁତାବକ,…

ବର୍ଷା ଆଶଙ୍କା, ୨୩ ଜିଲ୍ଳାକୁ ୟେଲୋ…

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଳାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିିଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,…

ରାଜ୍ୟରେ ୧ କୋଟି ଅତିକ୍ରମ କଲା ପ୍ରଥମ…

ଭୁବନେଶ୍ବର: ରାଜ୍ୟରେ ରେକର୍ଡ଼ କଲା କରୋନା ଟିକାକରଣ। ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ଏକ କୋଟି ଟପିସାରିଛି। ଏନେଇ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ବହୁ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ତେବେ ଏହାର ଶ୍ରେୟ…

ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ…

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହେବାପରେ ଆଜି ତାଙ୍କୁ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ତାଙ୍କୁ ଏକ…

ରାଜ୍ୟରେ ଥମୁନି ବେଆଇନ ଗୋରୁ ଚୋରା ଚାଲାଣ

ତେଲକୋଇ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ଗୋରୁ ଚୋରା ଚାଲାଣ। ଏସବୁ ମଧ୍ୟରେ ଆଜି ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଚବାହାଳ ଗାଁ କାଳୀ ମନ୍ଦିର ନିକଟରୁ ଏକ କଣ୍ଟେନରରୁ ୧୦୦ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ କଣ୍ଟେନର ଛାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର…

ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ…

ଡେରାଡୁନ୍: ୪ ମାସ ମଧ୍ୟରେ ଉତ୍ତରାଖଣ୍ଡ ଦେଖିଲାଣି ୩ ମୁଖ୍ୟମନ୍ତ୍ରୀ। ତୀରଥ ସିଂହ ରାଓ୍ବତଙ୍କ ଇସ୍ତଫା ପରେ ନୂଆ ମୂଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପୁଷ୍କର ସିଂହ ଧାମି। ସେ ଆଜି ସନ୍ଧ୍ୟାରେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିସହ ସେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ…

ବିଗ୍‌ ବି’ଙ୍କ ବଙ୍ଗଳା ଭାଙ୍ଗିବ…

ମୁମ୍ବାଇ: ବଲିଉଡ ଜଗତର ମେଗା ଷ୍ଟାର ଓ ସୁପର ଷ୍ଟାର ଅଭିତାଭ ବଚ୍ଚନଙ୍କ ପାଇଁ ଅଡ଼ୁଆ। ବିଗ୍‌ ବିଙ୍କ ବଙ୍ଗଳା 'ପ୍ରତୀକ୍ଷା'କୁ ଭାଙ୍ଗିବ ବଏମ୍‌ସି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ୨୦୧୭ରେ ଅମିତାଭଙ୍କୁ ନୋଟିସ୍‌ ଜାରି କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ବଙ୍ଗଳାର କିଛି…