Odisha Link
Bridging the Missing Links in Odisha
Daily Archives

July 16, 2021

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ "ମାଟିଘୋଡ଼ା" ଉନ୍ମୋଚିତ ହୋଇଯାଇଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକଟି ଉନ୍ମୋଚନ କରିବା ସହ ଶ୍ରୀ ମହାପାତ୍ରଙ୍କ ଏ ପହିଲି ସାରସ୍ବତ…

ଭୁବନେଶ୍ବରରୁ ନୂଆ ୩୧୧ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର କମୁଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା…

ଭୁବନେଣ୍ବର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ। ସୋଆ…

ମହାପ୍ରଭୁଙ୍କ ପୁରୁଣା ଅଳଙ୍କାରଗୁଡିକ…

ଭୁବନେଶ୍ୱର: ଚଳିତ ବର୍ଷ ସୁନାବେଶ ଉତ୍ସବ ପାଇଁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପରୁଣା ଅଳଙ୍କାର ଗୁଡିକ ମରାମତି କରିବାର ଦାୟିତ୍ୱ ପୁଣିଥରେ ଓଡ଼ିଶାର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ୍ ଖିମଜୀ ଜୁଏଲର୍ସକୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଦ୍ୱାଦଶ ବର୍ଷ ହେବ…

ମିଶନ ଶକ୍ତି ପାଇଁ ୪୫୩.୫୦ କୋଟିର କୋଭିଡ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା…

ସ୍କୁଲ୍ ଇନୋଭେସନ ଆମ୍ବାସଡ଼ର ପ୍ରଶିକ୍ଷଣ…

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକମାନଙ୍କ ମାର୍ଗଦର୍ଶନ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ। ଆମର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରସ୍ତୁତ କରିବା ପାଇଁ ଆମର ଶିକ୍ଷକ ମାନଙ୍କୁ ପରିବର୍ତନର ପ୍ରତିନିଧି ତଥା ନବସୃଜନର ପ୍ରତୀକ ଭାବେ ଗଢିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ…

୧୧୫ କୋଟିର ଜିଏସଟି ଠକେଇର ମାମଲାର…

ଭୁବନେଶ୍ବର: ରାଜ୍ୟରେ ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ ଜିଏସଟି ବିଭାଗ। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ ବିଲ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପସ୍ୱଙ୍କ ଟାକ୍ସ କ୍ରେଡିଟ ହାସଲ କରାଯାଇଛି। ଅଭିଯୁକ୍ତମାନେ ଜାଲ ବିଲ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟାଙ୍କାର ଜାଲ ଆଇଟିସି…

ବଲିଉଡରେ ଡେବ୍ୟୁ କରିବେ ଫ୍ୟାଶନ୍…

ମୁମ୍ବାଇ: ଫ୍ୟାଶନ୍ ଦୁନିଆର ଆଗଧାଡିର ଡିଜାଇନର୍‌ ମନୀଷ ମାଲହୋତ୍ରା ବେଶ୍‌ ଜଣାଶୁଣା। ଫ୍ୟାଶନ୍ ଡିଜାଇନର୍‌ ପରେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ମନୀଷ ମାଲହୋତ୍ରା। ଖୁବ୍ ଶୀଘ୍ର କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସ ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ…

ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରକୁ…

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ଥମୁନାହିଁ। ଛାଡପତ୍ର ନେଇ ହୋଇଥିବା ମାମଲା ଆଜି ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା କେନ୍ଦ୍ରରେ ହେବାର ଥିଲା,ଏନେଇ ସାଂସଦ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ମାତ୍ର ବର୍ଷା ପ୍ରିୟଦର୍ଶିନୀ କୋର୍ଟକୁ…

ଜନ୍ମ ହେଲା ୩ ମୁଣ୍ଡ ଥିବା ଅଦ୍ଭୁଦ ଶିଶୁ

ନୂଆଦିଲ୍ଲୀ: ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହୋଇଥାନ୍ତି। ହେଲେ ୩ ମୁଣ୍ଡ ଥିବା ଶିଶୁ ଜନ୍ମଲାଭ କରିବା ଦେଖି ନଥିବେ। ହେଲେ ଉତ୍ତରପ୍ରଦେଶରେ ଏଭଳି ଏକ ଅଦ୍ଭୁଦ ମାମଲା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜଣେ ମହିଳା ଏକ ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ…