Odisha Link
Bridging the Missing Links in Odisha
Daily Archives

July 26, 2021

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ଖୋଲୁଛି…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ବିଦ୍ୟାଭାରତୀଙ୍କ ଆଉ ଏକ…

ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍…

ପୁରୀ:  ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏବେ ପୁରୀ ସହରର…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍। ଏହା ସହ ବର୍ତ୍ତମାନ ମୋଟ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଖୋଲାଯାଇଥିବା ୮ଟି ଗେଟରୁ ଏବେ ଜଳ ନିଷ୍କାସିତ ହେଉଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୮୪,୮୯୯…

ଓଡ଼ିଶାରେ ଏଯାଏଁ ଆସି ନାହିଁ ତୃତୀୟ ଲହର

ଭୁବନେଶ୍ୱର: ଓଡ଼ିଶାରେ ଏଯାଏଁ ଆସି ନାହିଁ କରୋନାର ତୃତୀୟ ଲହର। ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ତୃତୀୟ ଲହର କେବେ ଆସିବ ଓ ଏହାର ପ୍ରଭାବ କିଭଳି ରହିବ, ସେନେଇ ମଧ୍ୟ ବିଶେଷ ସୂଚନା ମିଳିନାହିଁ। ତେବେ ଏବେ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି, ଏହି ଟ୍ରେଣ୍ଡ ଅନ୍ୟ ଦେଶମାନଙ୍କରେ ମଧ୍ୟ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ…

କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦୁରପ୍ପା। କିଛିଦିନ ଧରି ତାଙ୍କର ଇସ୍ତଫା ନେଇ ଚର୍ଚ୍ଚା ହୋଇ ଆସୁଥିଲା ବେଳେ ଆଜି ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ପରେ ଇସ୍ତଫା ଦେବେ‌ କହି ୟେଦିୟୁରପ୍ପା ବିଧାନସଭାରେ କାନ୍ଦି ପକାଇଛନ୍ତି। ତାଙ୍କ ସରକାରଙ୍କ ଦୁଇ ବର୍ଷ…

ଶିଳ୍ପାଙ୍କୁ ଟାର୍ଗେଟ କଲେ ମୁକେଶ ଖନ୍ନା,…

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ, ଏବେ ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସକୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ସବୁବେଳେ ରୋକଠୋକ ଭାବେ ବିଭିନ୍ନ ଇସ୍ୟୁରେ ନିଜ ମତ ରଖୁଥିବା…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ଆସିଲା…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ବିଦ୍ୟାଭାରତୀଙ୍କ ଆଉ ଏକ…

ହାଇଦରକୁ ଏନ୍‌କାଉଣ୍ଟର ନେଇ କାରଣ ଦାଖଲା…

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର କାରଣ ନେଇ ଚର୍ଚ୍ଚା ଉଠୁଛି। ଏନେଇ ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି। ସେଦିନ ଘଟିଥିବା ଏନ୍‌କାଉଣ୍ଟର ସମ୍ପର୍କରେ ସେ ଟିକ୍‌ନିଖ୍‌…

କରୋନା କଟକଣାରେ ମଧ୍ୟରେ ଖୋଲିଲା ସ୍କୁଲ

ଭୁବନେଶ୍ବର: କରୋନା କଟକଣାରେ ମଧ୍ୟରେ ଖୋଲିଲା ସ୍କୁଲ। କରୋନା କାରଣରୁ ଦୀର୍ଘ ଦିନ ପରେ ଖୋଲିଛି ସ୍କୁଲ। ପିଲାଙ୍କର ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିବା ବେଳେ ଆଜି ରାଜ୍ୟରେ ଶ୍ରେଣୀଗୃହରେ ଆରମ୍ଭ ହେଲା ପାଠପଢା। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠପଢିବେ।…

ହାଇଦ୍ରାବାଦରେ ଭୂକମ୍ପ ଝଟକା

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୂକମ୍ପ ଝଟକା। ଆଜି ଭୋର୍‌ ୫ଟା ବେଳେ ହାଇଦ୍ରାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୦ ଥିବା ନେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ଫର୍‌ ସିସ୍‌ମୋଲୋଜି’ (ଏନ୍‌ସିଏସ୍‌) କହିଛି। ‘ଏନ୍‌ସିଏସ୍‌’ କହିବା ଅନୁସାରେ, ଆନ୍ଧ୍ରପ୍ରଦେଶ…