Odisha Link
Bridging the Missing Links in Odisha
Daily Archives

August 11, 2021

ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଅମିତ୍ ରୋହିତ ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କଲେ…

ମୋବାଇଲ ଆପ୍‌ରେ ହେବ ୨୦୨୧ ଜନଗଣନା

ନୂଆଦିଲ୍ଲୀ: ମୋବାଇଲ ଆପ୍ ମାଧ୍ୟମରେ ହେବ ୨୦୨୧ ଜନଗଣନା। ୨୦୨୧ ଜନଗଣନା ମୋବାଇଲ ଫୋନ୍ ଆପ୍ ମାଧ୍ୟମରେ କରାଯିବ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୧ ସେନସସରେ ଏହି ଆପ୍ ମାଧ୍ୟମରେ ଜନଗଣନାକାରୀ ଭାବେ ନିୟୋଜିତ ଶିକ୍ଷକମାନଙ୍କ ଦ୍ୱାରା ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ଗୃହମନ୍ତ୍ରଣାଳୟ ଏକ…

ସୋଆ ପ୍ରଫେସର ଗ୍ଲୋବାଲ୍‌ ଟିଚିଂ…

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍‌ ଆଣ୍ଡ ବାୟୋପ୍ରୋସେସିଙ୍ଗ୍‌ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍‌ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି…

ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା…

ପୁରୀ: ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ଏସଓପି। କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜଗା ଦର୍ଶନ କରିବେ। ଆସନ୍ତା ଆସନ୍ତା ୧୬ରୁ ୨୦ ତାରିଖ…

କଳିଙ୍ଗ ଷ୍ଟାଡିୟମରେ ହକି ଖେଳାଳିଙ୍କୁ…

ଭୁବନେଶ୍ୱର: ଭୁବନେଶ୍ୱରରେ ୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଅମିତ୍ ରୋହିତ ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ…

ପୁଣି ଉହାନରେ ବ୍ୟାପିଲା ମହାମାରୀ କରୋନା

ଉହାନ: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ କରୋନା। ୭ ମାସ ପରେ କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଢୁଥିବା ସଂକ୍ରମଣକୁ ଦେଖି ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଚୀନରେ ଲକ୍‌ଡାଉନ କଡାକଡ଼ି କରାଯିବା ସହ ଯାତ୍ରା ଉପରେ…

ଅଲଗା ହେଲେ ଆଇଏଏସ୍‌ ଦମ୍ପତି

ଜୟପୁର: ଅଲଗା ହେଲେ ଆଇଏଏସ୍‌ ଦମ୍ପତି ଟିନା ଡାବି ଓ ଅଥର ଖାନ। ବାହାଘରର ୩ ବର୍ଷ ପରେ ଏହି ପ୍ରେମୀ ଯୁଗଳ ମଧ୍ୟରେ ହୋଇଛି ବିବାହ ବିଚ୍ଛେଦ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଗୋଟିଏ ଫ୍ୟାମିଲ କୋର୍ଟ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ମାରିଛନ୍ତି। ଉଭୟ ୨୦୧୮ରେ ପ୍ରେମ ବିବାହ କରିଥିଲେ। ଦୁଇ ଜଣ ଅଲଗା ଜାତିର…

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌, ୨…

ବାରିପଦା: ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌। ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏହି ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କ ଘର ମହାରାଷ୍ଟ୍ରର ମାଲକାପୁରରେ…

ବର୍ଷା ଆଶଙ୍କା, ୧୭ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୭ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପୁରୀ, ଖୋର୍ଦ୍ଧା,…

ଅଲିମ୍ପିଆନଙ୍କୁ ଟି ପାର୍ଟିକୁ ନିମନ୍ତ୍ରଣ…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ସମସ୍ତ ଭାରତୀୟ ଆଥଲେଟଙ୍କ ପାଇଁ ଏକ ଟି ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୪ ତାରିଖ ଦିନ ରାଷ୍ଟ୍ରପତି ଭବନ ସ୍ଥିତ୍‌ କଲଚରାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ସମସ୍ତ…