Odisha Link
Bridging the Missing Links in Odisha
Daily Archives

August 11, 2021

ରାଷ୍ଟ୍ରପତି ପୁରସ୍କାର ପାଇଲେ ସ୍ବାଧୀନତା…

ଭଦ୍ରକ: ଭଦ୍ରକ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ଶାରଦା ପ୍ରସାଦ ରାୟଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର। କ୍ରାନ୍ତି ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ପହଞ୍ଚି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ୧୯୨୬…

ବିରାଟ ଖସିଲେ, ବୁମରାହ ଉଠିଲେ

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଆଜି ଆଇସିସି ଜାରି କରିଛି ସଦ୍ୟତମ ଟେଷ୍ଟ ମାନ୍ୟତା। ଇଂଲଣ୍ଡ ଟିମର ଅଧିନାୟକ ଜୋ ରୁଟ୍ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ…

ଷ୍ଟେଟ୍‌ ଲିଷ୍ଟ୍‌ ଆଧାରରେ ପଛୁଆ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଗଷ୍ଟ ୧୧ - କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବୀ କରିବା ଅମୂଳକ । ଓଡ଼ିଶା…

ନୀରଜଙ୍କୁ ମାଗଣା ପେଟ୍ରୋଲ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରଠୁ ଟ୍ରେଣ୍ଡରେ ଅଛନ୍ତି ନୀରଜ ଚୋପ୍ରା। ତାଙ୍କୁ ନେଇ ସୋସିଆଲ ମିଡିଆ ଖୁବ୍‌ ସକ୍ରିୟ। ସେତିକି ନୁହେଁ, ନୀରଜଙ୍କ ନାଁରେ କିଏ ମାଗଣା ଖାଦ୍ୟ ବାଣ୍ଟୁଛି, ଆଉ କିଏ ମାଗଣା ଅଟୋ ସେବା ପ୍ରଦାନ କରୁଛି। ଏବେ ଏକ ଅଜବ ଘଟଣା ସାମ୍ନାକୁ…

ଚିଠିରେ ମୋଦିଙ୍କୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କୁ “ମ୍ୟାଡାମ’ ସମ୍ବୋଧନ କରି ଚିଠି ଲେଖିଛନ୍ତି ପୁରୁଲିଆ ରଘୁନାଥପୁର ବିଜେପି ବିଧାୟକ ବିବେକାନନ୍ଦ ବାଉରି। ଏଥର ସେ ପ୍ରଥମ କରି ଏଠାରୁ ବିଧାୟକ ହୋଇଛନ୍ତି। ଅଗଷ୍ଟ ୯ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ବିବେକାନନ୍ଦ।…

ଶାଶୁଘର ଯିବା ବାଟରେ ପ୍ରେମିକ ସହ ଚମ୍ପଟ…

ଉତ୍ତରପ୍ରଦେଶ: ଧୂମଧାମରେ ସରିଲା ବିବାହ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବାକୁ ନେଇଥିଲେ ଶପଥ। ହେଲେ ଅଧା ରାସ୍ତାରେ ବରକୁ ଛାଡି ଚମ୍ପଟ ମାରିଲା କନ୍ୟା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଉତ୍ତରପ୍ରଦେଶର ଦେବାରିଆ ଜିଲ୍ଲାରେ ଏକ ଏପରି ଘଟଣା ଦେଖିବାକୁ ମଳିଛି। ସୂଚନା ମୁତବକ,…

ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର…

ବାଲେଶ୍ୱର: ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ରୁ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା…

ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର…

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର ଭୂସ୍ଖଳନ। ରାଜ୍ୟର କନୌର ଜିଲ୍ଲା ଚିଲ ଜଙ୍ଗଲ ନିକଟରେ ଭୂସ୍ଖଳନ ହୋଇଛି। ମାଟି ଅତଡା ଖସିବା ଫଳରେ ଗୋଟିଏ ଏଚଆରଟିସି ବସ୍ ସମେତ ଆଉକିଛି ଗାଡି ମାଟିତଳେ ଚାପି ହୋଇଯାଇଛି। ଏଚଆରଟିସି ବସ୍ ଓ ଅନ୍ୟ ଗାଡିରେ କେତେ ଲୋକଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପଥର…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭାକୁ…

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୌସୁମୀ ଅଧିବେଶନ ଜୁଲାଇ ୧୯ରେ ଆରମ୍ଭ ହୋଇଥିଲା ଏହା ଅଗଷ୍ଟ ୧୩ ଯାଏ ଚାଲିବାର ଥିଲା। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକ୍‌ ଭାବେ ଚାଲି ପାରୁନଥିଲା। ଆଜି ମଧ୍ୟ…

ବିଶୃଙ୍ଖଳିତ ଆଚରଣ ପାଇଁ ବିନେଶ…

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି। ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ କ୍ରୀଡ଼ାଗ୍ରାମରେ ଅନ୍ୟ ଆଥଲେଟମାନଙ୍କ ସହ ତାଲିମ ନେବାକୁ…