Odisha Link
Bridging the Missing Links in Odisha
Daily Archives

August 21, 2021

ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ…

ପାରାଦୀପ: ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ ହଲପାକ୍‌ ଡମ୍ପର୍‌ ଓ ଏସ୍କାଭେଟର୍‌ ଭଳି ଭାରୀ ଖଣିଜ ଯନ୍ତ୍ର ବିଦେଶକୁ ରପ୍ତାନୀ ହୋଇଛି। ରାଜ୍ୟର ପ୍ରମୁଖ ବନ୍ଦରରୁ ଏହି ଐତିହାସିକ ପ୍ରଥମ ପଦକ୍ଷେପକୁ ପରିଚାଳନା କରିଛନ୍ତି ଓଡ଼ିଶା ଷ୍ଟଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍)। ତ୍ରିବେଣୀ ଅର୍ଥମୁଭର୍ସ…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା:…

ଗଜପତି: ଦିନ ଯେତେ ଗଡ଼ୁଛି ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ନେଇ ଟ୍ବିଷ୍ଟ ବଢ଼ିବାରେ ଲାଗିଛି। ପୂର୍ବରୁ ଗଜପତି ଏସପିଙ୍କଠାରୁ କ୍ଲିନ୍‌ଚିଟ୍‌ ପାଇଥିବା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଶନିବାର କ୍ରାଇମବ୍ରାଞ୍ଚ ନିକଟରେ ହୋଇଛନ୍ତି ହାଜର। ୧୨ତାରିଖ ରାତିରେ DFO ସଂଗ୍ରାମ କେଶରୀ ବେହେରା…

ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା…

ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ…

ଶିକ୍ଷା ବ୍ୟବସ୍ଥାର ହେବ ନବକଳେବର,…

ବ୍ରହ୍ମପୁର: ସ୍କୁଲ ଛାତ୍ରଛାତ୍ରୀ ଏଣିକି ସ୍ମାର୍ଟ ସ୍କୁଲରେ ପଢ଼ିବେ ପାଠ। ଶନିବାର ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍‌ ମୋଡରେ ଉଦଘାଟନ କରିବେ…

ଭୁବନେଶ୍ବର ଏମସ୍‌ ଠାବ କଲା…

ଭୁବନେଶ୍ବର: ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ପରେ ଆଉ ଏକ ଫଙ୍ଗସ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଭୁବନେଶ୍ବର ଏମ୍‌ସର ଗବେଷକମାନେ ଏକ ନୂଆ ଫଙ୍ଗସ୍‌ ଆବିଷ୍କାର କରିଛନ୍ତି। ଯାହାର ନାମ ଅରୁଣାଲୋକେ ରଖିଛନ୍ତି ଗବେଷକମାନେ। ଏହି ଫଙ୍ଗସ୍‌ ଯୋଗୁ ବ୍ଲାକ୍‍ ଫଙ୍ଗସ୍‌ ବା ମ୍ୟୁକରମାଇକାସିସ୍‌…

କରୋନାରେ ଚାଲିଗଲା ଆଉ ୬୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ଉପରତଳ ହେବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଚିନ୍ତା ବଢ଼ାଉଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ରାଜ୍ୟରେ ୯୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଁଞ୍ଚିଛି। ଏନେଇ…

ସାମ୍ବାଦିକଙ୍କୁ ନପାଇବାରୁ ପରିବାରକୁ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବାପରେ ସରକାର ଗଠନ ପାଇଁ କରୁଛି ଜୋରଦାର ପ୍ରସ୍ତୁତି। କେବଳ ସେତିକି ନୁହେଁ ତାଲିବାନ ଏହାର ବିରୋଧୀମାନଙ୍କୁ ସର୍ବକ୍ଷମା ପ୍ରଦାନ କରିଥିବା ମଧ୍ୟ ଘୋଷଣା କରିଛି। ଏପରିକି ବିରୋଧିମାନେ ତାଲିବାନକୁ ଶାସନରେ ସାହାଯ୍ୟ କରନ୍ତୁ ବୋଲି ତାଲିବାନର ବରିଷ୍ଠ ନେତା…