Odisha Link
Bridging the Missing Links in Odisha
Daily Archives

August 21, 2021

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ…

ପୁଲୱାମା: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଅବନ୍ତିପୁରାର ତ୍ରାଲ ଅନ୍ତର୍ଗତ ନାଗବେରାନ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ନିହତ ସମସ୍ତ ଆତଙ୍କୀ ପାକିସ୍ତାନର ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି। ଜଙ୍ଗଲ କିଛି ଅଞ୍ଚଳର ଆତଙ୍କବାଦୀ ଲୁଚି…

ଶ୍ରେଷ୍ଠ ଅଭିନେତା ହେଲେ ମନୋଜ ବାଜପେୟୀ,…

ମୁମ୍ବାଇ: ଅଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଲେ ମନୋଜ ବାଜପେୟୀ। ସେହିପରି ସମନ୍ଥା ଅକିନେନିଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ୍‌-୨’ ପାଇଁ ଏ ଦୁହିଁଙ୍କୁ ଏହି ଆୱାର୍ଡ ମିଳିଛି। ସେହିପରି ତାମିଲ ଅଭିନେତା…

ତାଲିବାନୀଙ୍କୁ ହତ୍ୟା କରି ୩ ଜିଲ୍ଲା…

କାବୁଲ: ତାଲିବାନୀଙ୍କ ବିରୋଧରେ ବଢୁଛି ବିଦ୍ରୋହର ସ୍ବର। ତାଲିବାନୀଙ୍କୁ ହତ୍ୟା କରି ୩ଜିଲ୍ଲା ଅକ୍ତିଆର କରିଛନ୍ତି ଆଫଗାନ ଜନତା। ୬୦ରୁ ଊର୍ଦ୍ଧ୍ବ ତାଲିବାନୀଙ୍କୁ ହତ୍ୟା କରାଯାଇଛି ଏବଂ ପୋଲ-ଏ-ହେସର, ଦେହ ସଲାହ ଓ ବାନୁକୁ ୩ ଜିଲ୍ଲା ନିଜ ହାତକୁ ନେଇଛନ୍ତି ଆଫଗାନି ଜନତା। ତାଲିବାନ ବିରୋଧରେ ସ୍ବର…

ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ:…

ଭୁବନେଶ୍ୱର: କଂଗ୍ରେସ ଅନ୍ତଃକନ୍ଦଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ। କୋରାପୁଟ କନ୍ଦଳ ସମ୍ପର୍କରେ ନିରଞ୍ଜନ କହିଛନ୍ତିଯେ, ଜଣଙ୍କ ପାଇଁ ଦଳରୁ ଅନ୍ୟମାନଙ୍କୁ ବାହାର କରିପାରିବି ନାହିଁ। ବରଂ ମୋତେ ଯଦି କିଏ…

ଅଟକ ପରେ ୧୫୦ ଭାରତୀୟଙ୍କୁ ଛାଡ଼ିଲା…

କାବୁଲ: ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟରେ ପ୍ରବାସୀ ଭାରତୀୟଙ୍କୁ ଏୟାରପୋର୍ଟରୁ ନେଇଯାଇଥିଲା ତାଲିବାନ। କିନ୍ତୁ ବର୍ତ୍ତମାନ ସମସ୍ତେ ସୁରକ୍ଷିତ। ସମସ୍ତ ଭାରତୀୟ ପୁଣି ଏୟାରପୋର୍ଟକୁ ଫେରୁଛନ୍ତି। ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା…

ଏମ୍ସରେ ଗରିବଙ୍କୁ ମାଗଣାରେ ଇକ୍‌ମୋ…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ ଅଧିକ୍ଷକ…

ଡିଏଫ୍‌ଓ ଓ ବିଦ୍ୟାଭାରତୀଙ୍କର ହୋଇପାରେ…

ପାରଳାଖେମୁଣ୍ଡି: ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ। ଆବଶ୍ୟକ ପଡ଼ିଲେ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି। ଆଜି ସୌମ୍ୟରଂଜନଙ୍କ…

ନବୀନଙ୍କୁ ପ୍ରଶଂସା କଲେ ନୀତୀଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଶଂସକ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନଙ୍କୁ ପ୍ରଶଂସା କରି ଇଣ୍ଡିଆ ଟୁଡେ ପତ୍ରିକାରେ ନୀତୀଶ ଲେଖିଛନ୍ତି ଏକ ଆଲେଖ। ଯେଉଁଥିରେ ନବୀନଙ୍କ ସଫଳତା ବଖାଣିଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ନୀତୀନଙ୍କ ଆଲେଖକୁ ନେଇ ରାଜ୍ୟ ରାଜନୀତିଠୁ ଆରମ୍ଭ…

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ…

କାବୁଲ: ଆଫଗାନିସ୍ତାନରେ ତାଲିବାନର ବର୍ବରତା। କାବୁଲ ବିମାନବନ୍ଦରରୁ ୧୫୦ ଜଣଙ୍କୁ ଜୋର ଜବରଦସ୍ତି ଉଠାଇନେଲା ତାଲିବାନ। ସେ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ପ୍ରକାଶପାଇଥିବା ଖବର ଅନୁଯାୟୀ ସମସ୍ତ ଭାରତୀୟ ନାଗରିକ ନିରାପଦରେ ରହିଛନ୍ତି।…

ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଲେ…

ନୟାଗଡ଼: ବଲିଉଡର ଦବଙ୍ଗ ଖାନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିିଛି ଯେ, ସଲମାନ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଛନ୍ତି। ଯେତେବେଳେ ସେ ବିମାନବନ୍ଦରରେ ପ୍ରବେଶ କରୁଛନ୍ତି ସେତବେଳେ ଜଣେ CISF…