Odisha Link
Bridging the Missing Links in Odisha
Daily Archives

August 30, 2021

ସିଙ୍ଗଲ୍ ମଦର ହେବେ ନୁସରତ୍

କୋଲକାତା : ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ହେଲେ ସେ ନିଜ ପୁଅକୁ ତା’ ବାପାର ନାଁ ଦେବେନି ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି। ନୁସରତ କହିଛନ୍ତି ସେ ତାଙ୍କ ପୁଅର ନାଁରେ ଟାଇଟଲ ବା ସାଜ୍ଞା ତାଙ୍କ ସ୍ୱାମୀଙ୍କ ନାମ ଅନୁସାରେ…

ପାରା ଅଲିମ୍ପିକ୍ସରେ ଭାରତର ଅବନୀ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା। ପାରାଲିମ୍ପିକ୍ସର ଇତିହାସରେ ଭାରତ ପ୍ରଥମଥର ପାଇଁ ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ। ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ…

ତୁମୁଡ଼ିବନ୍ଧ: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ। ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜିର ଦିନକୁ ବଳିଦାନ ଦିବସ ଭାବେ ପାଳନ କରୁଛନ୍ତି। ଏଥିପାଇଁ କନ୍ଧମାଳ ଜଲେଶପଟ୍ଟାସ୍ଥିତ ସଂସ୍କୃତ କନ୍ୟାଶ୍ରମ ଓ ଚକାପାଦଠାରେ ଥିବା ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମ ପରିସର ଚଳଚଞ୍ଚଳ…

ପାରା ଅଲିମ୍ପିକ୍ସରେ ଭାରତକୁ ଦିନରେ ୩…

ନୂଆଦିଲ୍ଲୀ: ପାରାଅଲିମ୍ପିକ୍ସରେ ଭାରତକୁ ବଡ ସଫଳତା। ଗତକାଲି ଗୋଟିଏ ଦିନରେ ଭାରତକୁ ୩ଟି ପଦକ ମିଳିଛି। ଦୁଇଟି ରୌପ୍ୟ ପଦକ ସହ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ଟେବୁଲ ଟେନିସରେ ଭାରତୀୟ ମହିଳା ଭାବେ ଫାଇନାଲକୁ ପ୍ରବେଶ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତ ପକ୍ଷରୁ ପାରା ଅଲିମ୍ପିକ୍ସ…

ଆଜି ପବିତ୍ର ଜନ୍ମାଷ୍ଟମୀ, କଟକଣା ମଧ୍ୟରେ…

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାରାଗାରରେ କୃଷ୍ଣଙ୍କର ଜନ୍ମ ହୋଇଥିଲା। ଦେବକୀଙ୍କର ଅଷ୍ଟମ ଗର୍ଭର ସନ୍ତାନ ଭାବେ ଜନ୍ମ ହୋଇଥିଲେ କୃଷ୍ଣ। ଏହି ଦିନକୁ ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ମନ୍ଦିରରେ ଉତ୍ସାହର ସହିତ ପାଳନ…