Odisha Link
Bridging the Missing Links in Odisha
Daily Archives

September 1, 2021

ଜାରି ହେଲା ୧୨୫ ଟଙ୍କିଆ ସ୍ବତନ୍ତ୍ର…

ନୂଆଦିଲ୍ଲୀ: ଜାରି ହେଲା ୧୨୫ ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଛନ୍ତି ଏହି ସ୍ବତନ୍ତ୍ର ମୁଦ୍ରା। ଇସ୍କନ ମାଧ୍ୟମରେ ଦେଶ ବିଦେଶରେ କୃଷ୍ଣ ଭକ୍ତିର ପ୍ରଚାର ପ୍ରସାର କରିଥିବା ଶ୍ରୀ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି…

ଟୋକିଓ ପାରାଲିମ୍ପିକ୍ସ: ଏକକ ବର୍ଗରେ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ହାରିବା ପରେ ଦମଦାର କମ୍‌ବ୍ୟାକ୍‌ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ପାରାଲିମ୍ପିକ୍‌ ବ୍ୟାଡମିଣ୍ଟନ ଇଭେଣ୍ଟର ଏକକ ବର୍ଗର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି ପ୍ରମୋଦ। ଏକକ ବର୍ଗର ମ୍ୟାଚରେ ଭାରତର ହିଁ ମନୋଜ ସରକାରଙ୍କୁ ପରାଜିତ…

”ଗୀତା” ପଢ଼ି ଜିତିଲେ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକରେ ଦମଦାର ପ୍ରଦର୍ଶନ କରୁଛି ଭାରତୀୟ ଦଳ। ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୦ଟି ପଦକ ହାତେଇ ସାରିଲାଣି। ଏସବୁ ମଧ୍ୟରେ ହାଇଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାର ସବୁଠି ଚର୍ଚ୍ଚାରେ। ଶରଦ କୁମାର ଆଣ୍ଠୁରେ ଆଘାତ କାରଣରୁ ପାରା ଅଲିମ୍ପିକ୍ସ ଟି ୪୨ ହାଇ ଜମ୍ପ…

‘ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଧାୟକ…

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ…

ଟି-୨୦ ବିଶ୍ଵକପ୍: ୭ରେ ଘୋଷଣା ହେବ ଟିମ୍‌…

ନୂଆଦିଲ୍ଲୀ: ବାଜିଲାଣି ବିଗୁଲ। ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି ଫଟାଫଟ୍‌ ଟି-୨୦ ବିଶ୍ବକପ୍। ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ପାଇଁ କିଛି ଦେଶ ନିଜ ଟିମ୍‌ ଘୋଷଣା କରିସାରିଲେଣି। ହେଲେ ଏପର୍ଯ୍ୟନ୍ତ ବିସିସିଆଇ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ବକପ୍‌ ପାଇଁ ଏଯାଏଁ ଟିମ୍‌ ଇଣ୍ଡିଆ…

କାଲିଠୁ ୪ର୍ଥ ଟେଷ୍ଟ, ଭାରତୀୟ ଦଳରେ…

ଲଣ୍ଡନ: କାଲିଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍। ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତାକାଲିଠାରୁ ଲଣ୍ଡନର ଦି ଓଭାଲରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳରେ କରାଯାଇଛି ପରିବର୍ତ୍ତନ। ଯୁବ ପେସ୍ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ଏନେଇ ବିସିସିଆଇ…

ବିରାଟଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଗୁରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍। ଏଥିପାଇଁ ଦୁଇ ଦଳ ପ୍ରସ୍ତୁତ। ୪ର୍ଥ ଟେଷ୍ଟର ଦିନକ ପୂର୍ବରୁ ଆଇସିସି ଜାରି କରିଛି ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ସେ ସଦ୍ୟପ୍ରକାଶିତ…

ହସ୍ପିଟାଲରେ ପରିସରରେ ଯୁବକଙ୍କ…

ଅନୁଗୁଳ: ହସ୍ପିଟାଲରେ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ୍‌ ହୋଇ ଯାଇଥିବା ବେଳେ। ପ୍ରାୟ ଦେଢ଼…

ଅଭିନେତ୍ରୀ ପାୟଲ ରୋହତଗିଙ୍କ ନାଁରେ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି। ନେହେରୁ-ଗାନ୍ଧୀ ପରିବାରର ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ପାଇଁ ପାୟଲ ଆପତ୍ତିଜନକ ଶବ୍ଦ…

କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା…

ସୋର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ବାଲେଶ୍ୱର ଖଇରା ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ବାପା, ମା’,…