Odisha Link
Bridging the Missing Links in Odisha
Daily Archives

September 8, 2021

ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି। ସେହିଭଳି ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଥିବା ନେଇ ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଖାଲି ପଡ଼ିଥିବା…

ବିଧାନସଭା ଆଗରେ ବିଷ ପିଇ ଆତ୍ମହତ୍ୟା…

ଭୁବନେଶ୍ବର: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ। ଆଜି ଜଣେ ଯୁବକ ବିଷ ପିଇବା ପରେ ହାତ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ନାମ କୁଜଙ୍ଗ ବ୍ଲକର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା…

ତାଲିବାନ ସରକାର ହେଉଛି ଆତଙ୍କବାଦୀଙ୍କ…

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ସରକାରଙ୍କ ନୀତି। ସରକାର ଗଠନ ସହ ନୂଆ ନୀତି ଘୋଷଣା କରିଛି ତାଲିବାନ। ନୂଆ ନୀତି ଘୋଷଣା କରି ତାଲିବାନୀମାନେ କହିଛନ୍ତି, କେହି ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦେଶରେ ଲାଗୁ ହେବ ଇସଲାମିକ୍ ବ୍ୟବସ୍ଥା। ଶରିଆ ଆଇନ ଅନୁସାରେ ଆଫଗାନିସ୍ତାନ ସରକାର ଓ…

ଆସିଲା ନୂଆ ଏସ୍ଓପି: ଏଣିକି ଶନିବାର ଖୋଲା…

ପୁରୀ: ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିଲା ନୂଆ ଏସ୍ଓପି। ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ଦର୍ଶନ ଉପରେ ଲାଗିଥିବା କଟକଣାକୁ କୋହଳ କଲା ମନ୍ଦିର ପ୍ରଶାସନ। ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା…

ଜେଲରେ ଜଳିଗଲେ ୪୧ କଏଦୀ

ଜାକର୍ତା: ଜେଲରେ ଜୀବନ୍ତ ଜଳିଗଲେ କଏଦୀ। ଜେଲ ଭିତରେ ୪୧ କଏଦୀ ଜଳିଗଲେ। ସେପଟେ ଆଉ ୩୯ କଏଦୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ଘଟିଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ। ସୂଚନା ମୁତାବ, ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଦେଖି…

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ପୁଣି ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଗୃହକାର୍ଯ୍ୟ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନଥିବାରୁ ଗୃହରେ ହୋହଲ୍ଲା ହୋଇଥିଲା। ଫଳରେ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ…

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ତାଲିକା ଘୋଷଣା କରିଛି ବିଜେପି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ପ୍ରକାଶ ନଡ୍ଡା କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ…

ଡିସେମ୍ବରରେ ଶେହନାଜଙ୍କୁ ବିବାହ…

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ୪୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଶେହନାଜ ଗିଲ ଭାଙ୍ଗି ପଡିବା ସହ ମାନସିକ ସ୍ଥିତି ଭଲ ନାହିଁ। ଏହାରି ମଧ୍ୟରେ ସିଦ୍ଧାର୍ଥ ଓ…

ଅକ୍ଷୟ କୁମାରଙ୍କ ମା’ଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ପରଲୋକ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଅକ୍ଷୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ମାଆଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି। ଏହା ସହ ସେ ଏକ ଭାବପୂର୍ଣ୍ଣ ଲେଖା ମଧ୍ୟ ଶେୟାର କରିଛନ୍ତି। ଅକ୍ଷୟ କୁମାର ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋ…

ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ…

 ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ସରକାର-ପୂଜା କମିଟି ବୈଠକ ହୋଇଛି। ଏଥିରେ ସରକାର ଓ ପୂଜା କମିଟି ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। କାହିଁକି କଟକଣା ନିଷ୍ପତ୍ତି ନିଆଯାଇଛି ବୋଲି ପୂଜା କମିଟିକୁ ଜଣାଇଛନ୍ତି ସରକାର। ଏହା ସହ ଅନ୍ୟ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ…