Odisha Link
Bridging the Missing Links in Odisha
Daily Archives

September 8, 2021

ବିପଦ ସଂକେତ ଟପିଲା ଜଳକା

ଜଳେଶ୍ୱର: ବିପଦ ସଂକେତ ଟପିଲା ଜଳକା। ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବିପଦ ସଂକେତ ଟପିଛି ଜଳକା ନଦୀର ଜଳସ୍ତର। ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୫.୬୦ ମିଟରରେ ଜଳ ପ୍ରବାହିତ ହେଉଛି। ଯଦି ଲଗାଣ ବର୍ଷା ଜାରି ରହେ ତେବେ ବନ୍ୟା ଆସିବାର ଆଶଙ୍କା ରହିଛି। ଲଗାଣ…

ବିଧାନସଭା: ୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ଗୃହ ମୁଲତବୀ। ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଆଣିଥିଲା କଂଗ୍ରେସ। କିନ୍ତୁ ଏହି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗୃହରେ ହୋହାଲା କରିଥିଲେ କଂଗ୍ରେସ ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ। ବିରୋଧୀଙ୍କ…

ଶିଖର-ଆୟଶାଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଏ ସମ୍ପର୍କରେ ନିଜେ ଆୟେଶା ଇନଷ୍ଟାଗ୍ରାମରେ ଭାବବିହ୍ୱଳ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି। ପ୍ରାୟ ୯ ବର୍ଷ ଧରି ଏକାଠି ରହିବା ପରେ ଶେଷରେ ଅଲଗା ହୋଇଛନ୍ତି ଧୱନ ଦମ୍ପତି। ମେଲବର୍ଣ୍ଣର…

ମୂର୍ତ୍ତି ଉଚ୍ଚତାକୁ ନେଇ ପୂଜା କମିଟି ସହ…

କଟକ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆରମ୍ଭ ହେଲା ବୈଠକ। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ସହ ଚାଲିଛି ଆଲୋଚନା ବୈଠକ। ବୈଠକରେ ବବି ଦାସ, ଏସଆରସି,…

ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ତୀବ୍ରତା…

ମେକ୍ସିକୋ: ଶକ୍ତିଶାଳୀ ଭୂକମ୍ପ ଝଟ୍‌କା। ମେକ୍ସିକୋର ଦକ୍ଷିଣରେ ଥିବା ଅକାପୁଳ୍କୋ ସହରରେ ୭.୪ ତୀବ୍ରତାର ଭୂକମ୍ପ। ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆମେରିକାର ଭୂତତ୍ତ୍ୱ…

ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୭୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୭୦କୁ ବୃଦ୍ଧି ପାଇଛି।…

ଅଗ୍ନିକାଣ୍ଡରେ ପୋଡି ମାଆ ଓ ପୁଅ ଗୁରୁତର

ଭଦ୍ରକ: ନିଆଁରେ ଜଳି ମାଆ ଓ ପୁଅ ଗୁରୁତର। ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ପୁରସ୍ତମ ସାହୁଙ୍କ ପରିବାର ଲୋକ ଖାଇପିଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଗୁହାଳରୁ ଗୋରୁଙ୍କୁ ଖୋଲିବା ବେଳେ ଘଟିଲା ଅଘଟଣ।…

ରାଜ୍ୟରେ ଦିନକରେ ୧୦୨ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…

ପ୍ରବଳ ବର୍ଷା ଆଶଙ୍କା, ୧୪ ଜିଲ୍ଲାକୁ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା। ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ…

ପାଟଣାଗଡ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ମୁରିବାହଲ ବ୍ଲକ ଚଲକୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିସମ୍ବର ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବିସମ୍ବର ଭୋଇଙ୍କ ପାଟଣାଗଡ଼ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜ ବାସଭବନ ତମିଆଁରେ ଭିଜିଲାନ୍ସର ଚଢ଼ାଉ କରିଛି।…