Odisha Link
Bridging the Missing Links in Odisha
Daily Archives

September 20, 2021

ଅନୁପମ ଖେରଙ୍କୁ ବଡ଼ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଛି ବଡ଼ ସମ୍ମାନ। ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଆମେରିକା ୟୁନିଭର୍ସିଟି ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ପକ୍ଷରୁ ତାଙ୍କୁ ପ୍ରଦାନ…

ଘା’ କାରଣରୁ ମା’କୁ ଜଙ୍ଗଲରେ ଛାଡ଼ିଦେଲେ

ବରଗଡ଼: ନିଜ ଜନ୍ମକଲା ୮୦ ବର୍ଷୀୟା ମା'କୁ ଜଙ୍ଗଲରେ ଛାଡ଼ିଦେଲେ। ମୁଣ୍ଡରେ ସାମାନ୍ୟ ଘା’ ହୋଇଥିବାରୁ ଚିକିତ୍ସା କରିବା ପରିବର୍ତ୍ତେ ପରିବାର ଲୋକ ମା’କୁ ଘଞ୍ଚ ଜଙ୍ଗଲରେ ଛାଡ଼ି ପଳାଇଲେ। ହେଲେ ବୃଦ୍ଧାଜଣକ ଦୀର୍ଘ ୧୫ ଦିନ ପରେ ମୁମୂର୍ଷ ଅବସ୍ଥାରେ ଊଦ୍ଧାର ହୋଇଥିବା ବେଳେ ପରିବାର ଲୋକ ଏବେ ତାଙ୍କୁ ଘରକୁ…

ଭିଜିଲାନ୍ସ ଜାଲରେ OCCL ସିନିଅର…

ସମ୍ବଲପୁର: ଭିଜିଲାନ୍ସ ଜାଲରେ OCCL ସିନିଅର ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ଜଢ଼ାଉ ହୋଇଛି। ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ ଜାରି ରହିଛି। ରଞ୍ଜନ କୁମାର ଡାଙ୍ଗ ଏବେ OCCL…

ଅକ୍ଟୋବରରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ!

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ। ଗତ ମାସକ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ତିଆରି ଚାଲିଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ…

ପ୍ରବଳ ବର୍ଷା ଆଶଙ୍କା, ୧୮ ଜିଲ୍ଲାକୁ…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଦିନକରେ ୫୧୦ କୋଭିଡ ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୩୧ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…

୧୮ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରଙ୍କ…

ଭୁବନେଶ୍ୱର: ରାଜଧାନୀ ଶତାଦ୍ଧୀ ନଗର ଡ୍ରେନ୍‌ରୁ ଛାତ୍ର ନିଖୋଜ ଘଟଣାର ୧୮ଘଣ୍ଟା ପରେ ମିଳିଲା ନିଖୋଜ ଜ୍ୟୋତିଙ୍କ ମୃତଦେହ। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରରେ…

ଏସିଏଫ୍ ମୃତ୍ୟୁ ମାମଲା: ଆଜି…

ଭୁବନେଶ୍ୱର: ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ। ଭୁବନେଶ୍ୱରସ୍ଥିତ ଏସଏଫଏସଏଲରେ ବିଦ୍ୟାଭାରତୀଙ୍କର ଟେଷ୍ଟ କରାଯିବ। ନେଇ ତେବେ ଏହି ଟେଷ୍ଟ ପରେ ମୃତ୍ୟୁ ଉପରୁ ରହସ୍ୟ ଉଠିବାର ଆଶଙ୍କା…

ଏ ଯାଏଁ ମିଳିନି ଡ୍ରେନ୍‌ରେ ଭାସି…

ଭୁବନେଶ୍ବର: ବରମୁଣ୍ଡା ଶତାବ୍ଦୀନଗର ଦେଇ ଯାଇଥିବା ବିଏମ୍‌ସିର ୮ନମ୍ବର ନାଳରେ ଗତକାଲି ଦଶମ ଶ୍ରେଣୀର ଛାତ୍ର ‌ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ଭାସିଯାଇ ନିଖୋଜ ଅଛନ୍ତି। ଭାସିବାର ଅଠର ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତଥାପି ମିଳୁନାହିଁ ଜ୍ୟୋତି ପ୍ରକାଶ ବେହେରାଙ୍କ କୈଣସି ସନ୍ଧାନ।…

ଆରସିବି ଅଧିନାୟକ ପଦରୁ ଓହରିବେ ବିରାଟ

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦରୁ ଓହରିବେ ବିରାଟ କୋହଲି। ରବିବାର ଏ ନେଇ ଘୋଷଣା କରିଛନ୍ତି ବିରାଟ। ଚଳିତ ଆଇପିଏଲ୍ ସିଜିନ୍‌ର ଶେଷରେ ସେ ଅଧିନାୟକ ପଦରୁ ଓହରିବେ। ଏ ନେଇ ଟ୍ୱିଟ୍ କରି ସେ ପ୍ରଶଂସକୁ ଅବଗତ କରାଇଛନ୍ତି।…