Odisha Link
Bridging the Missing Links in Odisha
Monthly Archives

December 2021

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ୫୦୭…

ଭୁବନେଶ୍ବର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ…

ଦାନା ପାଇଁ ଦାଦନ ଗଲେ ନେତା

ଭୁବନେଶ୍ବର: ପେଟ ପାଇଁ ନାଟ। ଆଉ ଦାନା ପାଇଁ ଦାଦନ। ଆପଣ ଭାବୁଥିବେ ଆମେ ଏଭଳି କଥା କାହିଁକି ଆପଣଙ୍କୁ କହୁଛୁ। ହେଲେ ଏଭଳି କଥା କହିବା ପଛରେ ରହିଛି ବଡ଼ କଥା। କାରଣ ଦାଦନର ଆଉ ଏକ ଦାରୁଣ କାହାଣୀ ସାମ୍ନାକୁ ଆସିଛି। ମହାମାରୀ କରୋନା କାଳରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା। ଲୋକଙ୍କୁ ସଚେତନତା କରାଇଇବା ସହ…

ଖାକିରେ କଳଙ୍କ, ବନ୍ଧୁକ ମୁନରେ…

ନୂଆଦିଲ୍ଲୀ: ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପୋଲିସ କନେଷ୍ଟବଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୨୮ ବର୍ଷିୟ ମହିଳା। ମହିଳାଙ୍କ ଏଭଳି ଅଭିଯୋଗ ପରେ ଉତ୍ତରପ୍ରଦେଶ ମୋରାଦାବାଦ ପୁଲିସ ଜଣେ ୩୧ ବର୍ଷିୟ କେଷ୍ଟବଳଙ୍କ ବିରେଧାରେ କରିଛି ମାମଲା ରୁଜୁ। ପୀଡ଼ିତାଙ୍କ ଅଭଯୋଗ ଅନୁଯାୟୀ, ୨…

ଜାନୁଆରୀ ପହିଲାରୁ ଟିକା ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏନେଇ ଶନିବାର ବଡ଼ ଘୋଷଣା କରିଥିଲେ ପିଏମ୍‌ ମୋଦି। ଟିକାନେବା ପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ସୂଚନା ମଧ୍ୟ ଦିଆଯାଇଛି। ଜାନୁଆରୀ ପହିଲାରୁ…

ଓଡ଼ିଶାରେ ବାହାରିଲେ ଆଉ ୪ ଓମିକ୍ରନ୍…

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ଏସବୁ ମଧ୍ୟରେ ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ। ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ରାଜ୍ୟରେ ପ୍ରଥମ ଭାବେ…

ଆଜି ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ:…

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଡିସେମ୍ବର ୨୬ ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। କୋରାପୁଟ ବଦଳରେ ଏଥର ଏ ଉତ୍ସବ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି। ଏ ଅବସରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ କଥାକାର ଶ୍ରୀ ଦାଶ ବେନହୁର ଓ ପ୍ରସିଦ୍ଧ କବି ଶ୍ରୀ ହୃଷିକେଶ ମଲ୍ଲିକଙ୍କୁ…

ଶେଷ ବଲରେ ବାଜି ମାରିଲା ପାକିସ୍ତାନ

ଦୁବାଇ: ରୋମାଞ୍ଚକରେ ମ୍ୟାଚରେ ହାରିଲା ଟିମ୍‌ ଇଣ୍ଡିଆ। ଅଣ୍ଡର-୧୯ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ପାକ୍‌ ଦଳର ଦମଦାର ବିଜୟ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଟିମ୍‌ ଇଣ୍ଡିଆ। ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି…

ଜାନୁଆରୀ ୩ରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ବଡ଼ଦିନରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ଓମିକ୍ରନ୍‌କୁ ନେଇ ଦେଶମାସୀଙ୍କୁ ସତର୍କ କରାଇଛନ୍ତି ପିଏମ୍‌ ମୋଦି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକସିନ୍‌ ଦିଆଯିବ ବୋଲି ପିଏମ୍‌ ମୋଦି ବଡ଼ ଘୋଷଣା କରିଛନ୍ତ।…

ସାରା ରାଜ୍ୟରେ ୯ ଦିନିଆ କଟକଣା

ଭୁବନେଶ୍ବର: କରୋନାର ନୂଆ ଭ୍ୟାରିଆଣ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବର ୯୦ରୁ ଅଧିକ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରୁ ଏପର୍ଯ୍ୟନ୍ତ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗକୁବଡ଼ଦିନ ଓ ନୂଆବର୍ଷ ପଡ଼ୁଥିବାରୁ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜାରି…

୨୩ ବର୍ଷର ଲମ୍ବା କ୍ୟାରିୟରରେ ପଡ଼ିଲା…

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଲେ ଦୁଇ ଦୁଇଟି ବିଶ୍ବକପ୍‌ ବିଜୟୀ ଦଳର ଷ୍ଟାର ସଦସ୍ୟ ହରଭଜନ ସିଂହ। ଟିମ୍‌ ଇଣ୍ଡିଆର ଅଫସ୍ପିନର ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍୍ତି। ସେ ଏନେଇ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ୨୩ ବର୍ଷ ଧରି କ୍ରିକେଟରେ ଚାଲିଥିବା ହରଭଜନଙ୍କ…