Odisha Link
Bridging the Missing Links in Odisha
Daily Archives

January 10, 2022

ରାଜ୍ୟ ସରକାର ବଢ଼ାଇଲେ ଚାକିରି ବୟସ ସୀମା,…

ଭୁବନେଶ୍ବର: ନାଥିଲା ଶୋର ନା ଥିଲା ଶବ୍ଦ। ହଠାତ୍‌ ବସିଲା କ୍ୟାବିନେଟ୍‌ ବୈଠକ। ଆଉ ୧୨ଟି ପ୍ରସ୍ତାବରେ ଲାଗିଲା ମୋହର। ରାଜ୍ୟ ସରକାର ଏଭଳି କିଛି ପ୍ରସଙ୍ଗରେ ମୋହର ମାରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଆଜି ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ୧୨ଟି ପ୍ରସ୍ତାବରେ ସବୁଠୁ ବଡ଼ କଥା ହେଲା ସରକାରୀ…

କଂଗ୍ରେସ ହାତ ଧରିଲେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା।ଏଥିସହିତ ଦଳବଦଳ ରାଜନୀତି ଜୋର ଧରିଛି। ଏସବୁ ମଧ୍ୟରେ ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିଛନ୍ତି କରୋନା କାଳର ରିଅଲ ହିରୋ ତଥା ଅଭିନେତା, ସମାଜସେବୀ ସୋନୁ ସୁଦଙ୍କ ଭଉଣୀ…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କରୋନାର କରାଳ ରୂପରେ ବିଶ୍ବବାସୀ କଲବଲ ହେଉଥିବା ବେଳେ ଏବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଆଜି ଅପରାହ୍ନରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।…