Odisha Link
Bridging the Missing Links in Odisha
Daily Archives

January 14, 2022

ଦକ୍ଷିଣ ଆଫ୍ରିକାରେ ଫେଲ୍‌ ମାରିଲା ବିରାଟ…

କେପ୍‌ ଟାଉନ୍: ବିଦେଶ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଫେଲି ମାରିଲା ବିରାଟ ବାହିନୀ। ଟିମ୍‌ ଇଣ୍ଡିଆକୁ ୨-୧ରେ ମାତ୍‌ ଦେଇ ଟେଷ୍ଟ ସିରିଜ ହାତେଇଇଲା ଘରୋଇ ଦକ୍ଷିଣ ଆଫ୍ରିକା ଦଳ। ଉଭୟ ଦଳ ପାଇଁ କର ବା ମର ମ୍ୟାଚର ୪ର୍ଥ ଦିନରେ ହିଁ ଭାରତକୁ ମାତ୍‌ ଦେଲା…

‘ବିକିନି ଗାର୍ଲ’ଙ୍କୁ…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଉ ଆରମ୍ଭ ହୋଇ ସାରିଛି ଅଙ୍କକଷା। ନିର୍ବାଚନ ଯେତେ ପାଖଉଛି ଦଳଡିଆଁ ରାଜନୀତି ସେତେ ଯମୁଛି। ଏସବୁ ମଧ୍ୟରେ ଉତ୍ତର ପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। ସିଂହାସନ ହାସଲ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ଦଳ। କରୋନା କଟକଣା ପାଇଁ…

ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଓଏଲ୍‌ ବ୍ୟୁରୋ: ବଢ଼ିଲା ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ। ଆଉ ୬ ମାସ ବଢ଼ିଲା ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ।ଫେବୃଆରୀ ମାସ ୨୮ ତାରିଖରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏହାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ପୂର୍ବରୁ…

୨୦୨୩ ହକି ମହାକୁମ୍ଭ, କାଉଣ୍ଟ ଡାଉନ୍‌…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍। ଆଉ ବର୍ଷକ ପରେ ଆରମ୍ଭ ହେବ ହକି ବିଶ୍ବକପ୍‌ର ୧୫ତମ ସଂସ୍କରଣ। ଓଡ଼ିଶାର ଦୁଈଟି ସହରରେ ଖେଳାଯିବ ଏହି ବିଶ୍ବକପ୍‌ । ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ଏବଂ ଭାରତରେ ରେକର୍ଡ ଚତୁର୍ଥ ଥର ଲାଗି…

ଆଜି ପବିତ୍ର ମକର ସଂକ୍ରାନ୍ତି,…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, ଗୋଆ, ଓଡିଶା, ହରିୟାଣା, ବିହାର,…