Odisha Link
Bridging the Missing Links in Odisha
Daily Archives

January 24, 2022

୫ ବର୍ଷର ଶିଶୁକୁ ଦୁଷ୍କର୍ମ, କଟକ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଲଜ୍ଜା। ଦିନ ଦ୍ବିପ୍ରହରରେ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର। ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି ନାବାଳିକା ଜଣକ। ଟାଉନଥାନା ପୁଲିସ ୧୮/ ୨୨ ନମ୍ବରରେ ଏକ ମାମଲା ରୁଜୁ କରି…

ମନ୍ଧାନାଙ୍କୁ ICCର ସର୍ବଶ୍ରେଷ୍ଠ…

ଓଏଲ୍‌ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟରଙ୍କୁ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର। ୨୦୨୧ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧନା। ଭାରତର ଏକମାତ୍ର ଖେଳାଳି ଭାବେ ମାନ୍ଧନା ୨୦୨୧ ବର୍ଷ ପାଇଁ ପୁରସ୍କାର ଜିତିଛନ୍ତି।…

କେଜ୍ରିଓ୍ବାଲ ଠକ: ସିଦ୍ଧୁ

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୦ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ। ଏଥିପାଇଁ ବାଜି ସାରିଲାଣି ବିଗୁଲ। ଆଉ ଏବେ ଚର୍ଚ୍ଚାରେ ବିଭିନ୍ନ ରାଜନେତାଙ୍କ ରାଜନୈତିକ ବୟାନ ବାଜି। ପଞ୍ଜାବ ରାଜନୀତି ସରଗରମ ଥିବାବେଳେ ଏକ ରୋଚକ ବୟାନ ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ସେ ପଞ୍ଜାବରେ ଆମ୍‌…