Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ବିଜେପି ନେତାଙ୍କ ବୋହୂଙ୍କୁ ପ୍ରାର୍ଥୀ କଲା ବିଜେଡି 

ପଦ୍ମପୁର: ଉପନିର୍ବାଚନ ପାଇଁ ପଡ଼ୁଛି ଉଠୁଛି ପଦ୍ମପୁର। ଉପନିର୍ବାଚନ ଜିତିବା ପାଇଁ ତିନି ଦଳ କରୁଛନ୍ତି ଜୋରଦାର ପ୍ରୟାସ। ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଘୋଷଣା କରିଥିବା ବେଳେ ଆଜି ବିଜେଡି କରିଛି ପ୍ରାର୍ଥୀ ଘୋଷଣା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ସେ ବିଜେପି ନେତା ରମା ରଞ୍ଜନ ବଳିଆରସିଂହଙ୍କ ବୋହୂ।

Leave A Reply

Your email address will not be published.