Odisha Link
Bridging the Missing Links in Odisha
Daily Archives

December 15, 2022

ଭାରତୀୟ ସେନା ହେବ ଶକ୍ତିଶାଳୀ,…

ଓଏଲ୍‌ ବ୍ୟୁରୋ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା। ଭାରତୀୟ ସେନା ଚୀନକୁ କଡା ଜବାବ ଦେଇଥିବା ଖବରରୁ ଜଣା ପଡିଥିଲା। ସୂଚନା ଅନୁସାରେ ଭାରତୀୟ ସେନାର ଶକ୍ତି ବଢାଇବାକୁ ଭାରତକୁ ଆସିଯାଇଛି ଫ୍ରାନ୍ସରୁ ରାଫେଲ। ଭାରତରେ ପହଂଚି ସାରିଛି ୩୬ଟି ରାଫେଲ ଯାହାକୁ…

ଅନ୍ଧବିଶ୍ୱାସ ନେଲା ମହିଳାଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ଆଜିବି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରି ଲୋକଙ୍କର ମୃତ୍ୟୁ ହେଉଛି। ଡାହାଣୀ ଭୟରେ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଜଣା ପଡିଛି। ଘଟଣାଟି କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ସ୍ତ୍ରୀ ଓ ପିଲା ଦେହ ଭଲ ରହୁ ନ ଥିବାରୁ ଡାକ୍ତର ଦେଖାଇ ସୁସ୍ଥ…

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ପୁଲିସ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଚଢ଼ାଉ କଲା ଏସଆଇଙ୍କ ଘରେ। ଭୁବନେଶ୍ୱର ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ଅନୁସାରେ ଭିଜିଲାନ୍ସ ଟିମ୍ ଆଜି ଚଢ଼ାଉ କରିଛି ଅଭିମନ୍ୟୁଙ୍କ ଭୁବନେଶ୍ୱର ଓ ନୟାଗଡ଼ରେ…

ପୁରୀରେ କାଠଗୋଲାରେ ଅଗ୍ନିକାଣ୍ଡ: ଜଳିଗଲା…

ଓଏଲ୍‌ ବ୍ୟୁରୋ : ଲାଗିଲା ନିଆଁ ସୃଷ୍ଟି ହେଲା ଭୟାବହ ପରିସ୍ଥିତି। ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦କୋଟି ଟଙ୍କାର କାଠ। ଘଟଣାଟି ପୁରୀରେ ଘଟିଥିବାବେଳେ ଏହି ଭୟାବହ ଅଗ୍ନିକାଣ୍ଡରେ କାଠଗୋଲାରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଦ୍ୱାରା ୧୦ କୋଟି ଟଙ୍କାର କାଠ ଜଳିଯାଇଥିବାର ଖବର ମିଳିଛି। ଖବର ଅନୁସାରେ…

ନିର୍ଦ୍ଦୟ ସାଜିଲା ପ୍ରେମିକ, ସୁରତରେ…

ଓଏଲ୍ ବ୍ୟୁରୋ : ପ୍ରେମ ସମ୍ପର୍କକୁ ନେଇ ଅନେକ ହତ୍ୟା ଓ ଆକ୍ରମଣ ଖବର ଶୁଣିବାକୁ ମିଳୁଛି। ପୂର୍ବରୁ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ପ୍ରେମିକ ହତ୍ୟା କରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବର୍ତ୍ତମାନ ଆଉ ଏକ ନିର୍ମମ ହତ୍ୟା କାଣ୍ଡ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ଜଣେ ଓଡ଼ିଆ ଯୁବତୀଙ୍କୁ ଗୁଜରାଟର…