Odisha Link
Bridging the Missing Links in Odisha
Daily Archives

December 15, 2022

ସଂସଦରେ ଉଠିଲା ବ୍ଲାକମେଲ୍‌ କୁଇନ୍‌…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ଉଠିଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା। ସମ୍ବଲପୁର ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଆଜି ସଂସଦରେ ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ଉଠାଇଛନ୍ତି । ସବୁଠୁ ବଡ଼କଥା ହେଲା ଏହି ମାମଲାରେ ଅନେକ ବଡ ବଡ…

ସଫଳ ହେଲା ଅଗ୍ନି-୫ ମିସାଇଲର ରାତ୍ରୀ…

ଓଏଲ୍‌ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ସୀମାରେ ଚୀନ୍ ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିସାଇଲର ପରୀକ୍ଷା କରି ଶକ୍ତି ଦେଖାଇଛି ଭାରତ। ଓଡ଼ିଶାର ଧାମରାରେ ଥିବା ଏପିଜେ ଅବଦୁଲ କଲାମ ଦ୍ବୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ସଫଲ ପରୀକ୍ଷଣ ହୋଇଛି। ପ୍ରଥମଥର ପାଇଁ ରାତ୍ରୀକାଳୀନ…

ବଜାରରେ ହାହାକାର, ଦିନକରେ ବୁଡ଼ିଗଲା ୩…

ଓଏଲ୍‌ ବ୍ୟୁରୋ : ଗୁରୁବାର ଦିନ ସେୟାର ବଜାରରେ ହାହାକର ସ୍ଥିତି । ଯାହାଫଳରେ ବିଏସଇ ସେନସେକ୍ସ ୮୭୮.୮୮ ପଏଣ୍ଟ ହ୍ରାସ ହୋଇ ୬୧,୭୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୪୫.୪୦ ପଏଣ୍ଟ ତଳକୁ ଖସି ୪୮,୪୧ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ରାତିରେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧ…

ଜଗତସିଂହପୁରରେ ୨୧୪ କୋଟି ଟଙ୍କା…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା…

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ…

ଭୁବନେଶ୍ବର: ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ନୂତନ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନେ ହିପୋକ୍ରାଟିକ୍‌ ଶପଥ ନେବା ସହ ସେମାନଙ୍କ ନିମନ୍ତେ ହ୍ୱାଇଟ୍‌ କୋଟ୍‌ ସେରିମନି…

ସମ୍‌ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରରେ ଶୁକ୍ରବାର ଠାରୁ ୩ ଦିନିଆ ଆଇଏପି ଇନ୍‌ଟେନ୍‌ସିଭ୍‌ କେୟାର ଚାପ୍ଟର…

ରାଜଧାନୀ ଭୁବନେଶ୍ୱରରେ ମଶା ମାରିବ…

ଓଏଲ୍‌ ବ୍ୟୁରୋ : ମଶାଙ୍କୁ ଦମନ କରିବା ପାଇଁ ବିଏମସିର ନୂତନ ପ୍ରୟାସ। ମଶା କାମୁଡ଼ାରେ ରାଜଧାନୀରେ ରୋଗ ସୃଷ୍ଟି ହେଉଥିବାବେଳେ ମଶା ମାନେ ଶାନ୍ତିରେ ବଂଚିବାକୁ ଦେଉନାହାନ୍ତି। ମଶାଙ୍କ ଉତ୍ପାତ ପାଇଁ ଲୋକ ମାନେ ସଞ୍ଜ ହେବା ପୂର୍ବରୁ କବାଟ ବନ୍ଦ କରି ରହୁଛନ୍ତି। ମଶାରୁ ମୁକ୍ତି ଦେବା ପାଇଁ ବିଏମସି…

ଶ୍ରୀମନ୍ଦିରକୁ ମୋବାଇଲ ଫୋନ ସମ୍ପୂର୍ଣ…

ଓଏଲ୍‌ ବ୍ୟୁରୋ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନେଇ ପରିଚାଳନା କମିଟି ବୈଠକ କରିଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ…

ମୃତ ଆନନ୍ଦ ଟପୋ ମାମଲା : ପୁଲିସର…

ଓଏଲ୍‌ ବ୍ୟୁରୋ : ଦୀର୍ଘ ଦିନର ଆନନ୍ଦ ଟପୋ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଙ୍କ ପରିବାର ଲୋକଙ୍କର ଅସନ୍ତୋଷ ପ୍ରକାଶ। ଡିସିପିଙ୍କୁ ଭେଟିବା ପରେ ମୃତ ଆନନ୍ଦ ଟପୋଙ୍କ ବାପା, ମା ଓ ଭାଇ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାୟ ମିଳିବା ଆଶାରେ ମୃତ ଆନନ୍ଦଙ୍କ ପରିବାର ଲୋକେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ…

ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବାଇକ…

ଓଏଲ୍‌ ବ୍ୟୁରୋ : ବାଇକ ଆରୋହୀଙ୍କୁ ପଛରୁ ପିଟିଲା ଟ୍ରକ ଆଉ ଚାଲିଗଲା ଜୀବନ। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ପାଖାପାଖି, ଜୟପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବରରୁ ଜଣା ପଡିଛି। ଜଣେ ବାଇକ ଆରୋହୀଙ୍କୁ ପଛରୁ ୧୦ଚକିଆ ଟ୍ରକ ପିଟିଥିବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଜୟପୁରର…