Odisha Link
Bridging the Missing Links in Odisha
Daily Archives

December 23, 2022

ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ…

ଓଏଲ୍‌ ବ୍ୟୁରୋ : ବିଏମସି ଦ୍ୱାରା ରାସ୍ତା କଡରେ ଥିବା ଉଠାଦୋକାନ ଗୁଡିକ ଉଚ୍ଛେଦ ହେବା ଦେଖିବାକୁ ମିଳିଥିଲା। ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଏମସି ପକ୍ଷରୁ ରାସ୍ତାକଡ଼ରେ ଥିବା ଉଠାଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଥିବାବେଳେ ବିକ୍ଷୋଭ କରୁଛନ୍ତି ଉଠାଦୋକାନୀ।…

ଆଜି IPL ମିନି ନିଲାମୀ, ଓଡ଼ିଶାର ୨…

ଓଏଲ୍‌ ବ୍ୟୁରୋ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୬ ତମ ସଂସ୍କରଣ ପାଇଁ ମିନି ନିଲାମୀ ହେବ । କେରଳର କୋଚିରେ ମିନି ନିଲାମୀ ହେବ। ଏହି ନିଲାମୀ ପ୍ରକ୍ରିୟାରେ ୧୦ଟି ଟିମ୍‌ ସାମିଲ ହେବେ। ୨୭୩ ଭାରତୀୟ ଖେଳାଳିଙ୍କ ସହ ମୋଟ ୪୦୫ ଖେଳାଳି ନିଲାମିରେ ସାମିଲେ ହେବେ । ନିଲାମ ପ୍ରକ୍ରିୟାରେ ଓଡ଼ିଶାରୁ ରାଜେଶ…

ଅର୍ଥମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ…

ଓଏଲ୍‌ ବ୍ୟୁରୋ : ୨ ଦଫା ଦାବି ନେଇ ୧୧ଦିନର ଧାରଣା ପରେ ମାଧ୍ୟମିକ ଶିକ୍ଷକ ସଂଘ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଲିଖିତ ପ୍ରତିଶୃତି ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଂଘ କହିଛନ୍ତି। ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କରିଥିବା ଖବର ସାମ୍ନାକୁ…

ଦେଶକୁ ମିଳିଲା ପ୍ରଥମ କୋଭିିଡ ନାଜାଲ…

ଓଏଲ୍‌ ବ୍ୟୁରୋ: ବିଶ୍ୱରେ କୋଭିଡ୍ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ନାଜାଲ କୋଭିଡ ଟିକାକୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ । ଇଞ୍ଜେକଶନରେ ଦିଆଯାଉଥିବା ଟିକା ତୁଳନାରେ…

ସମ୍ବଲପୁରରେ ଗିରଫ ହୋଇଥିବା ଆଇନଜୀବୀଙ୍କ…

ଓଏଲ୍‌ ବ୍ୟୁରୋ : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗିରଫ ହୋଇଥିବା ଓକିଲଙ୍କ ଜାମିନକୁ ପୁଣି ଖାରଜ କରିଦେଇଛନ୍ତି କୋର୍ଟ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ସମୟରେ ଅନେକ ଆଇନଜୀବୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପୂର୍ବରୁ ମଧ୍ୟ ଏହି ଗିରଫ ଆଇନଜୀବୀମାନେ…

ମାଧ୍ୟମିକ ଶିକ୍ଷକ ସଂଘ ଦ୍ୱାରା ଗଣଶିକ୍ଷା…

ଓଏଲ୍‌ ବ୍ୟୁରୋ : ୧୧ଦିନର ଦାବି ପରେ ମାଧ୍ୟମିକ ଶିକ୍ଷକ ସଂଘର ଦାବି ପୂରଣ ନହେବାରୁ ବିକ୍ଷୋଭ ଆରମ୍ଭ କରିଛନ୍ତି ଶିକ୍ଷକ ସଂଘ। ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ନିଜର ୨ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କରିଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ…

ଆସନ୍ତାକାଲିଠୁ ବିମାନବନ୍ଦରରେ ହେବ ବିଦେଶ…

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ମହାମାରୀ । ଏହାକୁ ନଜରରେ ରଖି ସତର୍କ ହୋଇଛନ୍ତି ଭାରତ ସରକାର। ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ପୁଣିଥରେ କରୋନା କଟକଣା ଲାଗୁ କରାଯାଇଛି। ଡିସେମ୍ବର ୨୪ ତାରିଖରୁ ଅର୍ଥାତ୍‌ ଶନିବାରଠୁ…