Odisha Link
Bridging the Missing Links in Odisha
Daily Archives

December 23, 2022

୫୦ ତମ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ବିଶିଷ୍ଟ ଶିକ୍ଷାବିତ୍‍, ସମାଜସେବୀ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର…

କରୋନା ମୁକାବିଲା: ଆସିଲା ନୂଆ କୋଭିଡ…

ଓଏଲ୍‌ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ସଚେତନ କଲେ ସରକାର । ବିଦେଶରେ ହୁ ହୁ ହୋଇ ବଢ଼ୁଥିବା କରୋନା ମାମଲାକୁ ନଜରରେ ରଖି କୋଭିଡ ନିୟମ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସରକାର । ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ମାସ୍କ ପିନ୍ଧିବା ସହ…

ବଡ଼ଦିନରେ ସୋଆ କ୍ୟାମ୍ପସ୍‌ ପରିଭ୍ରମଣ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ବକପ୍‌ । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ପରିଭ୍ରମଣ କରୁଛି ବିଶ୍ବକପ୍‌ ହକି ଟ୍ରଫି। ତେବେ ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟ ବୁଲିବ ବିଶ୍ବକପ୍‌ ଟ୍ରଫି । ଏହି ପର୍ଯ୍ୟାୟରେ ବିଶ୍ବକପ୍‌ ଟ୍ରଫି ବଡ଼ଦିନ ଦିନ…

କୋର୍ଟରେ ହାଜର ହେବେ ପୂର୍ବତନ ଜିଲ୍ଲାପାଳ…

ଓଏଲ୍‌ ବ୍ୟୁରୋ : ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ମାମଲାକୁ ନେଇ କୋର୍ଟରେ ହାଜର ହେବେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌। ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ପୁଣି ଥରେ ମାଲକାନଗିରି SDJM କୋର୍ଟରେ ମାମଲା ଚାଲୁ ହୋଇଛି। ପୂର୍ବରୁ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ…

ସିକିମରେ ସଡକ ଦୁର୍ଘଟଣା, ୧୬ ଯବାନ ସହିଦ

ଓଏଲ୍‌ ବ୍ୟୁରୋ : ସିକିମରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଘଟଣାଟି ଭାରତ-ଚୀନ ସୀମାରେ ହୋଇଥିବାବେଳେ ସେନାର ଗାଡି…

ପାଣିରେ ବୁଡି ୩ ନାବାଳକ ମୃତ

ଓଏଲ୍‌ ବ୍ୟୁରୋ : ପୋଖରୀରେ ବୁଡି ଗାଧୋଇବା ହେଲା କାଳ। ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ଘଟିଥିବା ସୂଚନା ମିଳିଛି। ଆଜି ପାଖାପାଖି ମଧ୍ୟାହ୍ନ ୧ଟା ବେଳେ କିଛି ପିଲା ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ…

ଦେଶର ପ୍ରଥମ ମୁସଲିମ ମହିଳା ଭାବେ ସାନିଆ…

ଓଏଲ୍‌ ବ୍ୟୁରୋ : ଦେଶରେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ ଭାବେ ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ସାନିଆ ମିର୍ଜା। ଉତ୍ତରପ୍ରଦେଶର ସାନିଆ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଥିବାବେଳେ ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭ ଡିସେମ୍ୱରରୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସର୍ଗିଫୁଲ…

ଓଏଲ୍‌ ବ୍ୟୁରୋ : SCST ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ସର୍ଗିଫୁଲ ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପିଲା କାହା ଠାରୁ କମ୍‌ ନୁହଁ। ତେଣୁ ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ…

୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଘୋଷଣା…

ଓଏଲ୍‌ ବ୍ୟୁରୋ : ହକି ଇଣ୍ଡିଆ ତରଫରୁ ଘୋଷଣା ହେଲା ୨୦୨୩ ପୁରୁଷ ହକି ବିଶ୍ୱକପ ଭାରତୀୟ ଦଳ। ହକି ବିଶ୍ୱକପ ପାଇଁ ୧୮ଜଣିଆ ଦଳ ଘୋଷଣା କରିଥିବାବେଳେ ହରମନପ୍ରୀତ ସିଂହଙ୍କ ଏହାର ନେତୃତ୍ୱ ନେବେ। ହକି ଇଣ୍ଡିଆ ତରଫରୁ ହରମନପ୍ରୀତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ, ଓଡିଆ ଖେଳାଳି ଅମିତ ରୋହିଦାସ…

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ। ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି। ପୂର୍ବରୁ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବାବେଳେ…