Odisha Link
Bridging the Missing Links in Odisha
Daily Archives

December 26, 2022

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବିକ, ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ୍‌ ଓ୍ବାର୍ଡରେ ତାଙ୍କର ଚିକିତ୍ସା ଜାରି ରହିଛି। ୬୩ ବର୍ଷିୟ ସୀତାରମଣଙ୍କୁ ପାଖାପାଖି ଦିନ ୧୨ ଟାରେ ହସ୍ପିଟାଲ…

କୋଭିଡ କଟକଣାରେ ଓଡ଼ିଶାରେ ହେବ ୧୦ମ ଓ…

ଓଏଲ୍‌ ବ୍ୟୁରୋ : ଚୀନରେ ବ୍ୟାପୁଥିବା କରୋନାର ନୂଆ ଭୂତାଣୁକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଦେଶୀ ଫେରନ୍ତା ଭାରତୀୟ କରୋନା ପଜିଟିଭ ଥିବା ଜଣା ପଡିଥିଲା। ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥି ମଧ୍ୟରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଏକ ବଡ…

ପଶ୍ଚିମବଙ୍ଗରେ ଗଡିବ ପ୍ରଥମ ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ : ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ ପଶ୍ଚିମବଙ୍ଗରେ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୩୦ତାରିଖରୁ ହାୱଡା ଓ ଜଲପାଈଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବାର ସୂଚନା ମିଳିଛି। ରେଳବିଭାଗର ସୂଚନା କ୍ରମେ ଏହାର ପ୍ରଥମ ଟ୍ରାଏଲ ରନ ଶେଷ…

ପ୍ରଳୟ ବାଲିଷ୍ଟିକ୍ ମିସାଇଲ୍ କ୍ରୟ…

ଓଏଲ୍‌ ବ୍ୟୁରୋ : ଭାରତୀୟ ସେନାର ଶକ୍ତି ବଢାଇବା ପ୍ରଳୟ। ଚୀନ ସୀମାରେ ଉତ୍ତେଜନା ପରେ ସୀମା ବିବାଦକୁ ସାମ୍ନା କରିବା ପାଇଁ ପ୍ରଳୟ ମିଜାଇଲକୁ ମଞ୍ଜୁରୀ। ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି ନେଇଥିବାବେଳେ ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିସାଇଲ୍। ପ୍ରତିରକ୍ଷା…

ଭିଡିଓକନ୍‌ ଚେୟାରମ୍ୟାନ୍‌ ଭେଣୁଗୋପାଳ…

ଓଏଲ୍‌ ବ୍ୟୁରେ।: ଭିଡିଓକନ୍‌ର ଚେୟାରମ୍ୟାନ୍‌ ଭେଣୁଗୋପାଳ ଧୁତଙ୍କୁ ଗିରଫ କଲା ସିବିଆଇ। ଏହାପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଥିଲା। ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ କାମ କରିବା ବେଳେ ଭିଡିଓକୋନ…

ଚୀନ୍‌ରୁ ଫେରିଥିବା ୨ଭାରତୀୟ କରୋନା…

ଓଏଲ୍‌ ବ୍ୟୁରୋ : ବିଶ୍ୱବାସୀଙ୍କ ଚିନ୍ତା ବଢାଇବାରେ ଲାଗିଛି ନୂଆ କରୋନା ଭୂତାଣୁ। ଚୀନ୍‌ର ନୂଆ ଭାରିଆଣ୍ଟ ଚୀନ୍‌ରେ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ବିଶ୍ୱବାସୀଙ୍କ ଚିନ୍ତା ବଢିଯାଇଛି। ଚୀନ୍‌ରେ ସଂକ୍ରମଣ କାରଣରୁ ଭାରତ ସରକାର ସଂକ୍ରମଣକୁ ରୋକିବା ପାଇଁ ସଜାଗ ହୋଇଛନ୍ତି। ଚୀନ୍‌ରୁ ଭାରତ ଫେରିଥିବା…

କୋଟିଆରେ ବଡ଼ଦିନ ପାଳନ କଲେ ଆନ୍ଧ୍ର…

ଓଏଲ୍‌ ବ୍ୟୁରୋ: ରବିବାର ଦିନ ସାରା ବିଶ୍ବ ପାଳନ କରିଥିଲା ବଡ଼ଦିନ ବା ଖ୍ରୀଷ୍ଟମାସ। ଏହାର ଫାଇଦା ଉଠାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦ ଲାଗି ରହିଥିବା ବେଳେ କୋଟିଆରେ ଧୁମଧାମରେ ବଡ଼ଦିନ ପାଳନ କରିଛନ୍ତି ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା…

ବିଜେଡି ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ

ଓଏଲ୍‌ ବ୍ୟୁରୋ : ଶ୍ରୀକ୍ଷେତ୍ର ଅଭିମୁଖେ ବିଜେଡି କର୍ମୀ। ବିଜୁ ଜନତା ଦଳକୁ ପୂରିଲା ୨୫ବର୍ଷ। ଏହି ୨୫ବର୍ଷ ପୂର୍ତ୍ତି ଅବସରରେ ବିଜେଡି ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ଆଜି ପୁରୀର ତାଳବଣିଆ ପଡିଆ ଠାରେ ୨୬ତମ ଦିବସ ଉପଲକ୍ଷେ ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ ପାଇଁ ଆୟୋଜିତ କରାଯାଇଛି। ଏହି…