Odisha Link
Bridging the Missing Links in Odisha
Daily Archives

December 26, 2022

ଓଡ଼ିଶା କହିଲେ ଦୁଇ ଜଣଙ୍କୁ ବୁଝାଏ :…

ଓଏଲ୍‌ ବ୍ୟୁରୋ: ୨୬ ବର୍ଷରେ ପାଦ ଥାପିଛି ଶାସକ ବିଜୁ ଜନତା ଦଳ। ପୁରୀରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ବିଜେଡି ଫୋକସରେ ମହିଳା ଭୋଟର୍‌। ଦଳୀୟ କର୍ମୀଙ୍କୁ ଅଭିଭାଷଣ ଦେଇ ନବୀନ କହିଛନ୍ତି, ହିଳାଙ୍କ ଉନ୍ନତି ଓ…

ଜୟପୁରକୁ ଉଡ଼ିବ ଆଉ ଏକ ବିମାନ, ପରିବହନ…

ଓଏଲ୍‌ ବ୍ୟୁରୋ: ଜୟପୁରବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। କାରଣ ରାଜଧାନୀ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଆଉ ଏକ ବିମାନ। ଭୁବନେଶ୍ବର-ଜୟପୁର ସିଧାସଳଖ ବିମାନ ସେବା ସଫଳ ହେବା ପରେ ଏବେ ଆଉ ଏକ ବିମାନ ଉଡ଼ିବା ନେଇ ସୂଚନା ମିଳିଛି। ଏନେଇ ସୋମବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି…

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ?…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ। ଅନ୍ୟପଟେ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ…

ହିନ୍ଦୁମାନେ ଘରେ ଛୁରୀ ରଖନ୍ତୁ : ବିଜେପି…

ଓଏଲ୍‌ ବ୍ୟୁରୋ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ। ହିନ୍ଦୁମାନଙ୍କୁ ଘରେ ଛୁରୀ ରଖିବାକୁ ଅପିଲ କହିବା ସହ, ସମୟ ଆସିଲେ ଏହାର ବ୍ୟବହାର କରିବାକୁ ବି ଆହ୍ୱାନ ଦେଇଛନ୍ତି । କର୍ଣ୍ଣାଟକରେ ଆୟୋଜିତ ହିନ୍ଦୁ ଜାଗରଣ…

ଜିଏସଟି ଅଧିକାରୀ କହି ଲୁଟି ନେଉଥିଲେ,…

ଓଏଲ୍‌ ବ୍ୟୁରୋ : ଲୁଟ କରିବା ପାଇଁ ଆପଣେଇଥିଲେ ନୂଆ ଉପାୟ। ଲୋକଙ୍କୁ କହୁଥିଲେ ଜିଏସଟି ଅଧିକାରୀ ଏବଂ ଟଙ୍କା ଆଦାୟ କରିନେଉଥିଲେ । ଗଂଜାମ ଜିଲ୍ଲାର ୪ଯୁବକ ଘଟଣାଟି ଘଟାଇ ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଖବର ଅନୁସାରେ ୪ଅଭିଯୁକ୍ତ ନିଜକୁ ପୁଲିସ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଲୋକଙ୍କ ଠାରୁ…

ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ଓଏଲ୍‌ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଥିବାବେଳେ ଭାରତ ସରକାର ସତର୍କ ରହିବାକୁ ଉଦ୍ବୋଧନ ଦେଇଛନ୍ତି। ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି କର୍ଣ୍ଣାଟକରେ। ଆଜିଠୁ କୋଭିଡ କଟକଣାକୁ କଡାକଡି…

ୟୁପିରୁ ଉଦ୍ଧାର ହେଲେ ୨ଯୁବତୀ, ଚାକିରୀ…

ଓଏଲ୍‌ ବ୍ୟୁରୋ : ଦିନକୁ ୨ହଜାର ଟଙ୍କା ଦିଆଯିବ କହି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଚାକିରୀ ଦେବା ବାହାନାରେ ନିର୍ଯାତନା ଦିଆଯାଉଥିଲା ୨ଯୁବତୀଙ୍କୁ। ଘଟଣାକୁ ନେଇ ଅଭିଯୋଗ ହେବା ପରେ ଉତ୍ତରପ୍ରଦେଶରୁ ୨ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶରୁ ଉଦ୍ଧାର ହୋଇଥିବା ୨ଯୁବତୀ କନ୍ଧମାଳର…

ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର…

ଓଏଲ୍‌ ବ୍ୟୁରୋ : ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ। ୨୬ବର୍ଷ ପ୍ରତି ଅବସରରେ ପୁରୀ ତାଳବଣିଆରେ ବିଜୁ ଜନତା ଦଳର ବିଶାଳ ସମାବେଶ ଦେଖିବାକୁ ମିଳିଛି। ଏହି ଅବସରରେ ଯୋଗଦେଇଛନ୍ତି ବିଜେଡିର ବିଭିନ୍ନ କର୍ମୀ । ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଯୋଗ ଦେଇଥିବାବେଳେ ରାଜ୍ୟ…

ଆନ୍ଦୋଳନରେ ଧବଳେଶ୍ୱର ପୂଜକ ସଂଘ

ଓଏଲ୍‌ ବ୍ୟୁରୋ : ମନ୍ଦିରରେ ପୂଜା ଛାଡି ରାଜରାସ୍ତାରେ ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ନିଜର ଦାବିକୁ ନେଇ ଆନ୍ଦୋଳନରେ ଧବଳେଶ୍ୱର ପୀଠର ପୂଜକ ସଂଘ। କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ସେବକ ମାନେ ଆନ୍ଦୋଳନ କରିବା ସହ କହିଛନ୍ତି ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ…

କାଲି ଅପରାହ୍ନରେ କରୋନାର ସ୍ଥିତି…

ଓଏଲ୍‌ ବ୍ୟୁରୋ : ଚିନ୍ତା ବଢ଼ାଇଦେଇଛି କରୋନାର ନୂଆ ଭୂତାଣୁ। ଚୀନରେ ହୁ ହୁ ବଢୁଥିବା କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତରେ ଚୀନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଭାରତ ସରକାର। କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ଆସନ୍ତାକାଲି ଅପରାହ୍ନରେ…