Odisha Link
Bridging the Missing Links in Odisha
Yearly Archives

2022

ଅନୁଗୁଳ ବାସୀଙ୍କୁ ନୂଆବର୍ଷ ଭେଟି ଦେଲେ…

ଓଏଲ୍‌ ବ୍ୟୁରୋ : ଅନୁଗୁଳରେ ମୁଖ୍ୟମନ୍ତ୍ରୀ। ବିକାଶ ହେଉଛି ଅନୁଗୁଳର ସବୁଠୁ ବଡ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସି ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ଡିଜିଟାଲ୍ ଲଞ୍ଚିଂ କରିଛନ୍ତି।…

ହୋଟେଲରେ ଅଗ୍ନିକାଣ୍ଡ : ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡରେ ୧୦ଜୀବନ ଚାଲିଯାଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଘଟଣାଟି କାମ୍ବୋଡିଆର ଏକ ହୋଟେଲ କାସିନୋରେ ହୋଇଥିବାବେଳେ ୧୦ଜଣ ମୃତ ସହ ୩୦ଜଣ ଆହତ। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଅନୁଗୁଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ…

ଓଏଲ୍‌ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ୧୮୦୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ…

ପାକିସ୍ତାନୀ ପତାକା ଜାଳିଲେ ଶିବସେନା…

ଓଏଲ୍‌ ବ୍ୟୁରୋ : ଭାରତ ମାତା କି ଜୟ ନାରା ଦେଲେ ଶିବସେନା ସମର୍ଥକ। ପାକିସ୍ତାନ ମୁର୍ଦ୍ଦାବାଦ୍ , ଆତଙ୍କବାଦ ହାଏ ହାଏ କହି ପାକିସ୍ତାନୀ ପତାକାକୁ ଜାଳିଲେ ଶିବସେନା ସମର୍ଥକ। ଦେଶରୁ ଆତଙ୍କୀଙ୍କ ଠାରୁ ଦୂରେଇ ରଖିଥିବା ପୁଲିସ୍ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ସୁରକ୍ଷାକର୍ମୀଙ୍କ ପାଇଁ ଶାନ୍ତିର ନିଦରେ…

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ମିଳିବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ ୨୦୨୩ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାବାସୀଙ୍କୁ ମିଳିବ ୫-ଜି ସେବା। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଥିସହିତ ଭଦ୍ରକ ପାଇଁ ଶୀଘ୍ର ସ୍ବତନ୍ତ୍ର ଟ୍ରେନ୍‌ ଘୋଷଣା କଲେ ରେଳମନ୍ତ୍ରୀ। ଭୁବନେଶ୍ବର ରେଳ…

ଅନୁଗୁଳରେ ବିଜେପି ଓ ବିଜେଡି କରିବ ନିଜର…

ଓଏଲ୍‌ ବ୍ୟୁରୋ : ଆଜି ଅନୁଗୁଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଦେଖା ଯିବ। ଆଜି ଅନୁଗୁଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସାଙ୍ଗକୁ ତିନି କେନ୍ଦ୍ରମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ…

ବନ୍ଦନା ପଣ୍ଡାଙ୍କ ‘ଫେରନ୍ତା ଗାଡ଼ି ଓ…

ଭୁବନେଶ୍ବର: ବହିର ଜନ୍ମ ଗୋଟେ ନକ୍ଷତ୍ରର ଜନ୍ମ ପରି। ସବୁ ନକ୍ଷତ୍ର ଉଜ୍ବଳ ଦେଖାଯାନ୍ତିନି। ସେହିଭଳି ପ୍ରତିକୂଳ ପରିସ୍ଥିତିରେ ଅନେକ ଲେଖକ ଲେଖିକା ମରିଯା’ନ୍ତି। ଜଣେ ନାରୀ ଲେଖିକାର ଜୀବନ ବହୁତ କଠିନ। କାରଣ ପରିବାରର ସମସ୍ତ ଜଞ୍ଜାଳ ଭିତରେ ସେ ତା’ର ସୃଷ୍ଟି ସରଞ୍ଚନା କରିଥାଏ। ଆଜି ଲେଖିକା…

ସରକାର କିଏ ଚଳାଉଛି,ରତ୍ନଭଣ୍ଡାର ଚାବି…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ତୁମୁଡ଼ିବନ୍ଧରେ ଏକ ଜନସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜୟ ଜଗନ୍ନାଥରୁ ସେ ନିଜର ଅଭିଭାଷଣ ରଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସିଧି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।…

ବରଗଡ଼ରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ…

ଓଏଲ୍‌ ବ୍ୟୁରୋ : ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ନାଚିଲେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ। ବରଗଡ଼ରେ ୭୫ତମ ଧନୁଯାତ୍ରାକୁ…

ମା’ ଅସୁସ୍ଥ ଥିବା ଖବର ପାଇବା ପରେ…

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ପହଁଚିଲେ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମା' ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ପାଇ ଚିକିତ୍ସାଳୟରେ ପହଁଚିଥିବାବେଳେ ସାଙ୍ଗରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଥିବା ଜଣା ପଡିଛି। ସୂଚନା ଅନୁସାରେ…