Odisha Link
Bridging the Missing Links in Odisha
Yearly Archives

2022

ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ…

ଓଏଲ୍‌ ବ୍ୟୁରୋ : ଯବାନଙ୍କୁ ମିଳିଲା ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ। ସୂଚନା ଅନୁସାରେ ଟ୍ରକରେ ବିପୁଳ ମାରଣାସ୍ତ୍ର ଧରି ଆସିବା ପରେ ଘରେ ଲୁଚିଥିଲେ ଆତଙ୍କବାଦୀ। ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା…

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିମାନବନ୍ଦରରୁ ବିଜେପି ନେତା ମାନେ କଲେ ସ୍ୱାଗତ। ବାଲିଗୁଡ଼ା ସ୍ଥିତ ତୁମୁଡିବନ୍ଧ ମିନି ଷ୍ଟାଡିୟମରେ ଆୟୋଜିତ "ସାଧାରଣ ସଭା " ରେ ବିଜେପି ରାଷ୍ଟ୍ରୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୨୦୧୯ ତୁଳନାରେ ୨୪…

କରୋନା ନିୟମ ମାନିବାକୁ ସ୍ୱାସ୍ଥ୍ୟ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରେସ୍‌ମିଟ୍ କରି କରୋନା ନିୟମ ମାନିବାକୁ କହିଛନ୍ତି। ଦେଶରେ କୋଭିଡ ଆକ୍ରାନ୍ତ ବଢୁଥିବାରୁ ସଜାଗ ରହିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ନବ ଦାସ। କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ…

ଅସୁସ୍ଥ ହେବାରୁ ଚିକିତ୍ସାଳୟରେ ଭର୍ତ୍ତି…

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା' ହୀରାବେନ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ତାଙ୍କୁ ମଙ୍ଗଳବାର ରାତିରେ ଅହମ୍ମଦାବାଦରେ ଥିବା ୟୁଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ତାଙ୍କର…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବନିଯୁକ୍ତ…

ଓଏଲ୍‌ ବ୍ୟୁରୋ : ମହାମହିମ ଦେଲେ ଗୁରୁମନ୍ତ୍ର। ନବନିଯୁକ୍ତି ଆଇପିଏସ ଅଫିସରଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ କାମ କରିବାର ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ଭାରତ ସରକାର ଦେଶବାସୀଙ୍କ ସୁରକ୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥଲେ। କରୋନା ସଂକ୍ରମଣକୁ ନଜରରେ ରଖି ଭାରତ ସରକାର କରୋନାର ସମୀକ୍ଷା କରିବା ପରେ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଥିଲେ।…

ରୁଷୀୟ ପର୍ଯ୍ୟଟକ ମୃତ୍ୟୁର ଚାଲିଛି…

ଓଏଲ୍‌ ବ୍ୟୁରୋ : ରାୟଗଡ଼ାରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ। ୨ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବାବେଳେ ମୃତ ପର୍ଯ୍ୟଟକଙ୍କ ସାଙ୍ଗରେ ବୁଲି ଆସିଥିବା ଅନ୍ୟ ୨ ରୁଷୀୟ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ରୁଷୀୟ ଦମ୍ପତିଙ୍କ ସହ ଟୁର ଗାଇଡ୍…

ଛାତ୍ରକୁ ବଞ୍ଚାଇବାକୁ ଯାଇ ଗଭୀର ଜଳରେ…

ଓଏଲ୍‌ ବ୍ୟୁରୋ : ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ। ଗଭୀର ଜଳରେ ବୁଡି ଶିକ୍ଷକ ମୃତ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରୁ। ନଦୀରେ ଜଣେ ଛାତ୍ର ଗାଧୋଇବା ସମୟରେ ବୁଡ଼ିଯାଉଥିବା ଦେଖି ତାଙ୍କୁ…

ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,…

ଓଏଲ୍‌ ବ୍ୟୁରୋ : ଆନ୍ତର୍ଜାତିକ ବିମାନ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ। ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ଆନ୍ତର୍ଜାତିକ ସହରକୁ ସିଧାସଳଖ ବିମାନ ଚଳାଚଳ କରାଯିବା ନେଇ ନିଷ୍ପତି ନିଆଯାଇଛି। ରାଜ୍ୟ କ୍ୟାବିନେଟରେ ଏଭଳି ନିଷ୍ପତି…

ଦେଶରେ ସାପ୍ତାହିକ କରୋନା ସଂକ୍ରମଣ…

ଓଏଲ୍‌ ବ୍ୟୁରୋ : ଚୀନରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତ ସରକାର ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଉଦ୍ବୋଧନ ଦେଇଥିଲେ। ହେଲେ ଦୁଇମାସ ପରେ ଆଜି ଦେଶରେ ସାପ୍ତାହିକ ସଂକ୍ରମଣ ୧୧ପ୍ରତିଶତକୁ…