Odisha Link
Bridging the Missing Links in Odisha
Daily Archives

January 13, 2023

୫ ମାସ ପରେ ନିଖୋଜ ନନ୍ଦ କିଶୋରଙ୍କ ହାଡ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ନନ୍ଦ କିଶୋର ବେହେରା ନିଖୋଜ ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଜଙ୍ଗଲରୁ ୫ ମାସ ପରେ ନନ୍ଦ କିଶୋରଙ୍କ ହାଡ କଙ୍କାଳ ସହ ଡ୍ରେସ୍ ଏବଂ କିଛି ଟଙ୍କା ଉଦ୍ଧାର କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ଚିହ୍ନଟ କଲେ ପରିବାର ଲୋକେ। ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋରଙ୍କୁ…

ହକି ବିଶ୍ୱକପ : ସାଉଥ୍ ଆଫ୍ରିକା ଠାରୁ…

ଓଏଲ୍ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ହୋଇଥିବା ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ସାଉଥ୍ ଆଫ୍ରିକା ଖେଳୁଥିଲା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ସାଉଥ୍ ଆଫ୍ରିକା ଠାରୁ୧-୦ ରେ…

ହକି ମହାକୁମ୍ଭ ଆରମ୍ଭ ପୂର୍ବରୁ ୨ ଓଡ଼ିଆ…

ଓଏଲ୍ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ମହାସମାର। ଏହି ମହାକୁମ୍ଭ ଆରମ୍ଭ ପୂର୍ବରୁ ୨ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ମିଳିବ ପୁରସ୍କାର ରାଶି। ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ…

ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା…

ଓଏଲ୍‌ ବ୍ୟୁରୋ : ଆଜି ଆରମ୍ଭ ହେବ ହକି ମହାକୁମ୍ଭ। ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ବେଶ ଉତ୍ସାହ ଅଛନ୍ତି ହକି ପ୍ରେମୀ। ହକି ବିଶ୍ୱକପ ଥିବାରୁ ରାଜଧାନୀ ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୋ ବସ ସେବା ଯୋଗାଇ ଦେବା ପାଇଁ ଘୋଷଣା…

ବିଶ୍ବର ଦୀର୍ଘତମ କ୍ରୁଜ୍ ଯାତ୍ରା…

ଓଏଲ୍‌ ବ୍ୟୁରୋ : ବାରାଣସୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ. ଭି. ଗଙ୍ଗା ବିଳାସ’ ଯାତ୍ରାର ଶୁଭାରମ୍ଭ ହୋଇଛି। ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। କ୍ରୁଜ୍‌ ଯାତ୍ରା 'ଗଙ୍ଗା ବିଳାସ' ବାରାଣାସୀରୁ ବାଂଲାଦେଶ ଦେଇ…

ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା…

ଓଏଲ୍‌ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କଲା ପୁଲିସ। ଗୁରୁଡ଼ିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି। ମୃତଦେହ ମହିଳା କ୍ରିକେଟର ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୁଲିସ ସ୍ପଷ୍ଟ କରିଛି। ସୂଚନା ଅନୁସାରେ,…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦…

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣା ପଡିଛି। ଏହି ଅଭାବନୀୟ ଦୁର୍ଘଟଣାରେ…

‘ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ…

ଓଏଲ୍‌ ବ୍ୟୁରୋ : 'ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ'ର ତିରିଶତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଓ ସିଭିଲ ସୋସାଇଟିର ଭୂମିକା ସମ୍ପର୍କିତ ବିକାଶ ସଂପାନ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନିଜ ବକ୍ତବ୍ୟ ରଖି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ଃ ଅରବିନ୍ଦ…

ଆଜିଠୁ ହକି ବିଶ୍ବକପ୍‌ ମହାସମର

ଓଏଲ୍‌ ବ୍ୟୁରୋ : ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ମୋଟ ୧୬ଟି ଦଳ ଭାଗ ନେବେ ଏହି ମହାକୁମ୍ଭରେ।  ହକି ମହାକୁମ୍ଭକୁ ନେଇ ହକି ପ୍ରେମୀ ଉତ୍ସାହ ଥିବାବେଳେ ରାଉରକେଲା ଓ ଭୁବନେଶ୍ୱରରେ ଆଜି ହକି ବିଶ୍ୱକପ ଅନୁଷ୍ଠିତ ହେବ। ପୁରୁଷ ହକି ବିଶ୍ୱକପର ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ…

କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ…

ଓଏଲ୍‌ ବ୍ୟୁରୋ : ଓଡ଼ିଶା ଦଳରେ ସ୍ଥାନ ପାଇ ନଥିବା ଜଣେ ମହିଳା କ୍ରିକେଟ୍‌ ଖେଳାଳି ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାମ ରାଜଶ୍ରୀ ସ୍ବାଇଁ । ଜାନୁଆରୀ ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଛି। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା…