Odisha Link
Bridging the Missing Links in Odisha
Daily Archives

February 20, 2023

ଦିବ୍ୟାଙ୍ଗ ହିତାଧିକାରୀଙ୍କ ଘରେ ଡ୍ରୋନ୍…

ଓଏଲ୍‌ ବ୍ୟୁରୋ: ଉପାନ୍ତ ନୂଆପଡ଼ା ଜିଲ୍ଲାରେ ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରି ଏବେ ଚର୍ଚ୍ଚାରେ ଭାଲେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ଦେବୀ ଅଗ୍ରଓ୍ବାଲ। ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ପହଞ୍ଚିଛି।…

ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ; ମାଫିଆଙ୍କ…

ଓଏଲ୍‌ ବ୍ୟୁରୋ : ବାଲିଘାଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଟ୍ରକ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସଦର ଥାନା ବସ୍‌ପୁର ବାଲି ଘାଟରେ ହୋଇଥିବା ଦୁର୍ଘଟଣା ପରେ ଉତ୍ତେଜନା ହୋଇଥିବା ଜଣା ପଡିଛି। ବାଲି ଘାଟରେ ଥିବା ମାଫିଆଙ୍କ ଅସ୍ଥାୟୀ ଘର ଜାଳିଦେଇଛନ୍ତି ଲୋକେ। ସୂଚନା…

ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି

ଓଏଲ୍‌ ବ୍ୟୁରୋ : ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବିଧାନସଭା ବଜେଟ ଅଧିବେଶନ ପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୋଗ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ,…

ବଜେଟ୍ ପୂର୍ବରୁ ଅନୁଷ୍ଠିତ ହେଲା…

ଓଏଲ୍‌ ବ୍ୟୁରୋ : ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ହୋଇଛି ସର୍ବଦଳୀୟ ବୈଠକ। ବିଧାନସଭା ବଜେଟ ଅଧିବେଶନ ପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୋଗ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ…

ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀନିବାସରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରଳାଖେମୁଣ୍ଡି ସହରର ବେତାଗୁଡା ଜବାହର ନବୋଦୟ ବିଦ୍ୟାଳୟରେ ପଢୁଥିଲେ ଛାତ୍ରୀ ଜଣକ। ତେବେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ…

ମସ୍ତିଷ୍କ ଜ୍ବରରେ କନ୍ୟାଶ୍ରମର ୫ ଛାତ୍ରୀ…

ଓଏଲ୍‌ ବ୍ୟୁରୋ : ଭୟ ବଢ଼ାଇଲାଣି ମସ୍ତିଷ୍କ ଜ୍ୱର। ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଆକ୍ରାନ୍ତ ଛାତ୍ରୀମାନେ ବାଲେଶ୍ୱରର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ମସ୍ତିଷ୍କ ଜ୍ୱର…

ଜେସିବି ଜାଳିଦେଲେ ନକ୍ସଲ

ଓଏଲ୍‌ ବ୍ୟୁରୋ : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଓବାଦୀମାନେ ଜାଳିଦେଲେ ରାସ୍ତା କାର୍ଯ୍ୟ ପାଇଁ ନିୟୋଜିତ ଜେସିବି। ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସମ୍ପୃକ୍ତ ଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ଜେସିବି ଜାଳିବା ସହ କର୍ମଚାରୀଙ୍କ ଠାରୁ ମୋବାଇଲ ଛଡାଇ…

ଦ୍ବିତୀୟ ବିବାହ କରିବେ ୨ ଚର୍ଚ୍ଚିତ…

ଓଏଲ୍‌ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଜିଲ୍ଲାର ଜିଲ୍ଲାପାଳ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆଉ ଗତକାଲି ଦୁଇ ଆଇଏଏସ୍‌ ଅଧିକାରୀଙ୍କ ନିର୍ବନ୍ଧ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଭାବରେ ସଂପନ୍ନ…

ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ…

ଓଏଲ୍‌ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କାଦୁଅପଡା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଠେଙ୍ଗାରେ ପିଟିପିଟି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କୁ…