Odisha Link
Bridging the Missing Links in Odisha
Daily Archives

February 23, 2023

ବାମରା ଷ୍ଟେସନରେ ଆନ୍ଦୋଳନକାରୀ ଏବଂ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବାମରା ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। ଡିଆରଏମଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା। ଘଟଣାସ୍ଥଳରେ ପୁଲିସ ଏବଂ ଜନତା ମୁହାଁମୁହିଁ। ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହେଲେ।…

ବଢୁଛି ତାତି ; ରାଜଧାନୀରେ ତାପମାତ୍ରା ୩୭…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଆଉଟୁପାଉଟୁ କଲାଣି ତାତି। ଉପାନ୍ତରୁ ଉପକୂଳ ସିଝିଲାଣି ସାରା ଓଡ଼ିଶା। ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ପାରଦ। ଗତକାଲି ୩୮ ଦଶମିକ ୩ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ସୋନପୁର।…

ରାଜନୀତିରେ ସୁର ରାଉତରାୟଙ୍କ ବଡ଼ପୁଅ

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି। ଗତକାଲି ସୁରଙ୍କ ସହ ନବୀନ ନିବାସ ଯାଇଥିଲେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଚର୍ଚ୍ଚା ଚାଲିଥିବାବେଳେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ନିଜର ମନ୍ତବ୍ୟ ରଖି କହିଛନ୍ତି,…

ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଜଣଙ୍କ…

ଓଏଲ୍‌ ବ୍ୟୁରୋ : ଆଠଗଡ଼ ବଣିଆବନ୍ଧ ଜଙ୍ଗଲରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ମୃତକଙ୍କ ପରିଚୟ ମିଳିନଥିବା କୁହାଯାଉଛି। ମୃତ ଶରୀର ମିଳିଥିବା ଘଟଣା ସ୍ଥଳରେ…

ରାଜ୍ୟରେ ସ୍କ୍ରାପ୍ ହେବ ୨୦ ଲକ୍ଷ ଗାଡ଼ି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗଡୁଥିବା ପୁରୁଣା ଗାଡ଼ିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ରାସ୍ତାରୁ ହଟିବ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଫିଟନେସ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରାଯିବାର ସୂଚନା ମିଳିଛି। ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର…

ମଡେଲ ସୌମ୍ୟ ମୃତ୍ୟୁ ମାମଲା: ସୌମ୍ୟଙ୍କ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ସୌମ୍ୟଙ୍କ ଘରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ପଚରାଉଚରା କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଥିବା ସୂଚନା ମିଳିଛି। ସୌମ୍ୟଙ୍କ…

ସୁଆଣ୍ଡୋରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି…

ଓଏଲ୍‌ ବ୍ୟୁରୋ: ସୁଆଣ୍ଡୋକୁ ମିଳିଲା ନୂଆରୂପ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍କଳମଣୀଙ୍କ ବାସଗୃହ, ପୁଷ୍କରିଣୀ, ଢିଙ୍କିଶାଳ, ରୋଷଘର ବୁଲି ଦେଖିବା ସହ ଉତ୍କଳମଣୀଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ମାଧ୍ୟମରେ ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ…

‘ଯଦି ମୁଁ ଅପରାଧୀ ତେବେ ମୋ ନାମରେ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ବଜେଟ ଅଧିବେଶନ। ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ମନ୍ତବ୍ୟ ଦେଇଛନ୍ତି। ବିଧାନସଭାରେ ମନ୍ତବ୍ୟ ଦେଇ ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭା ବାହାରେ ଶାସକ ଦଳର ବିଧାୟକ ମାନେ ମୋ ନାଁ ରେ ବହୁତ କିଛି କହିଛନ୍ତି। ତେଣୁ ମୁଁ ବିଧାନସଭା ରେ ଏହା କହିବା…

‘ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ପକ୍ଷପାତିତାକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଧାନସଭାରେ ପକ୍ଷପାତିତା ହେଉଥିବା ଅଭିଯୋଗ କରି କକ୍ଷତ୍ୟାଗ କରିଛନ୍ତି। ଗୃହରେ କହିବା ପାଇଁ ସୁଯୋଗ ଦିଆଯାଉନି ବୋଲି ପ୍ରଦୀପ…