Odisha Link
Bridging the Missing Links in Odisha

ଭଦ୍ରକ ସହରାଞ୍ଚଳରେ ବେଆଇନ ଡିଜେ ପାଇଁ ଜାରି ହେଲା କଟକଣା

ସହରାଞ୍ଚଳ ଭିତରେ ଡିଜେ ନବଜାଇବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି

ଓଏଲ୍‌ ବ୍ୟୁରୋ : ବେଆଇନ ଡିଜେ ବାଦ୍ୟଯନ୍ତ୍ରକୁ ନେଇ ଭଦ୍ରକରେ ଲାଗିଥିବା ନୂତନ ନିୟମ ସାମ୍ନାକୁ ଆସିଛି। ଡିଜେ ଶବ୍ଦ ଯୋଗୁଁ ଶରୀର ଉପରେ ଗଭୀର ପ୍ରଭାବ ପଡୁଥିବାରୁ ଭଦ୍ରକ ସହରାଞ୍ଚଳରେ ବେଆଇନ ଡିଜେ ଉପରେ ଲାଗିଲା କଟକଣା। ସହରାଞ୍ଚଳ ଭିତରେ ଡିଜେ ନବଜାଇବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଆଇନ ଅମାନ୍ୟ କରି କେହି ଯଦି ଡିଜେ ବଜାଇଲେ ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.