Odisha Link
Bridging the Missing Links in Odisha
Daily Archives

March 11, 2023

ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଅରୁଣଙ୍କ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ପାଓ୍ବାରଫୁଲ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ବିଧାନସଭା। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିବା ସତ୍ତ୍ବେ ବିଭିନ୍ନ ସମୟରେ ବିିରୋଧୀ ବିଜେପି ଓ କଂଗ୍ରେସ ନବୀନ…

ରୋହିତ ଶର୍ମାଙ୍କ ନୂଆ କୀର୍ତ୍ତିମାନ

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ନୂଆ କୀର୍ତ୍ତିମାନ ହାସଲ କଲେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟର ପ୍ରଥମ ଇନିଂସରେ ୩୫ ରନ୍‌ କରି ଆଉଟ ହୋଇଛନ୍ତି ରୋହିତ। ହେଲେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ…

ମାଟ୍ରିକ ପରୀକ୍ଷା: ୧୮ ହଜାରରୁ ଅଧିକ…

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଶୁକ୍ରବାର ଓଡ଼ିଆ ଭାଷା ପରୀକ୍ଷା ସରିଥିବା ବେଳେ ୧୩ ତାରିଖ ଅର୍ଥାତ୍‌ ସୋମବାର ଇଂରାଜୀ ପରୀକ୍ଷା ହେବ। ସବୁଠୁ ବଡ଼ କଥା ହେଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଯାହା…

ହାଇୱା ଧକ୍କାରେ ଚାଲିଗଲା ସରପଞ୍ଚଙ୍କ…

ଓଏଲ୍‌ ବ୍ୟୁରୋ : ନିମାପଡ଼ା ଡେଲଟା ଛକରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହାଇୱା ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସରପଞ୍ଚ। ନିମାପଡ଼ା ଡେଲଟା ଛକରେ ଘଟିଛି ଏହି ଦୁର୍ଘଟଣା। ବିବାହ ଭୋଜିରେ ଯୋଗ ଦେବାକୁ ଭାଇ ସହ ସେ ବାଇକରେ…

ଅଗ୍ନିକାଣ୍ଡରେ ଭସ୍ମୀଭୂତ ହେଲା ୧୭ ବଖରା…

ଓଏଲ୍‌ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୟଙ୍କର ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଛି୧୭ ବଖରା ଘର। ଅଗ୍ନିକାଣ୍ଡରେ ସମ୍ମୁଖୀନ ହୋଇଥିବା ସାତଟି ପରିବାରର ପାଖାପାଖି ଚାଳିଶରୁ ଊର୍ଦ୍ଧ୍ବ ସଦସ୍ୟ ବାସହରା ହୋଇଥିବା ଜଣା…

ଓଡ଼ିଶାରେ ଏଚ୍‌୩ଏନ୍‌୨ ଭୂତାଣୁରେ…

ଓଏଲ୍‌ ବ୍ୟୁରୋ : ସାରା ଦେଶବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ଆଉ ଏକ ନୂଆ ଭୂତାଣୁ। ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଦେଶରେ ଦିନକୁ ଦିନ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଏହି ଭୁତାଣୁରେ…

ଭଦ୍ରକ ସହରାଞ୍ଚଳରେ ବେଆଇନ ଡିଜେ ପାଇଁ…

ଓଏଲ୍‌ ବ୍ୟୁରୋ : ବେଆଇନ ଡିଜେ ବାଦ୍ୟଯନ୍ତ୍ରକୁ ନେଇ ଭଦ୍ରକରେ ଲାଗିଥିବା ନୂତନ ନିୟମ ସାମ୍ନାକୁ ଆସିଛି। ଡିଜେ ଶବ୍ଦ ଯୋଗୁଁ ଶରୀର ଉପରେ ଗଭୀର ପ୍ରଭାବ ପଡୁଥିବାରୁ ଭଦ୍ରକ ସହରାଞ୍ଚଳରେ ବେଆଇନ ଡିଜେ ଉପରେ ଲାଗିଲା କଟକଣା। ସହରାଞ୍ଚଳ ଭିତରେ ଡିଜେ ନବଜାଇବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।…

ଗ୍ୟାସ ଟାଙ୍କି ଭିତରେ ଗଞ୍ଜେଇ ଚାଲାଣ…

ଓଏଲ୍‌ ବ୍ୟୁରୋ : ବ୍ରହ୍ମପୁର ଭଞ୍ଜନଗର ଜଗନ୍ନାଥପ୍ରସାଦରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅତି ଚତୁରତାର ସହିତ ଗଂଜେଇ ବେପାରୀ ଗଂଜେଇ ଚାଲାଣ କରୁଥିଲେ। ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ଗଂଜେଇ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିବା ଜଣା ପଡିଛି। ଘଟଣାସ୍ଥଳରେ ୨୫ କେଜି…

ଇନଫ୍ଲୁଏଞ୍ଜା ସଂକ୍ରମଣ ପାଇଁ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ : ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଦେଶରେ ଦିନକୁ ଦିନ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ତେବେ ଏହି ସଂକ୍ରମଣକୁ ନଜରରେ ରଖି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି…

ଭିସୁଟ ପୂର୍ବତନ ଛାତ୍ରୀ ମୃତ୍ୟୁ ଘଟଣା ;…

ଓଏଲ୍‌ ବ୍ୟୁରୋ : ଭିସୁଟ୍‌ ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାକୁ ନେଇ ଜାରି ରହିଛି ତଦନ୍ତ। ମୃତ୍ୟୁର ୧୧ଦିନରେ ଆଜି ସାମ୍ନାକୁ ଆସିଲା ଡାଏଟମ୍‌ ଟେଷ୍ଟ ରିପୋର୍ଟ। ଚିନ୍ମୟୀ ପ୍ରିୟଦର୍ଶିନୀ ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଆସିଥିବା…