ରାଜ୍ୟର ଦୁଇ ଏନ୍ଏସି ନିର୍ବାଚନରେ…
ଓଏଲ୍ ବ୍ୟୁରୋ: ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡିର ବାଜିମାତ। ରାଜ୍ୟର ଦୁଇ ଏନ୍ଏସିରେ ନିର୍ବାଚନ ହୋଇଥିବାବେଳେ ବିଜେଡି ବିଜୟ ଲାଭ କରିଛି। ଢେଙ୍କାନାଳ ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି। ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ଲାଭ କରିଥିବାବେଳେ ୫ଟି ୱାର୍ଡରେ…