Odisha Link
Bridging the Missing Links in Odisha
Daily Archives

April 18, 2023

ଛେନାପୋଡ଼କୁ ଜିଆଇ ମାନ୍ୟତା, ପଠାଣି…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସାମାଜିକ-ସାଂସ୍କୃତିକ-ସାମୂହିକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିଆସିଛି ନୟାଗଡ଼ ବିକାଶ ମଞ୍ଚ। ଆଜି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରିବା ସହିତ ଜିଲ୍ଲାର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି।…

ଝାରସୁଗୁଡା ଉପ-ନିର୍ବାଚନ: ନାମାଙ୍କନପତ୍ର…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ ପ୍ରକ୍ରିୟା। ମେ’୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ରାଜନୈତିକ ଦଳ। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ଜଣା ପଡିଛି। କଂଗ୍ରେସ ପ୍ରାର୍ଥୀ…

ଛାତ୍ରୀନିବାସରେ କେତେ ସୁରକ୍ଷିତ ଛାତ୍ରୀ,…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଘଟୁଥିବା ଅନେକ ଅଘଟଣ ସାମ୍ନାକୁ ଆସୁଥିବାବେଳେ ଛାତ୍ରୀନିବାସରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ତେବେ ଆଜି ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ଗୋଠପାଟଣା ଅଞ୍ଚଳରେ ଥିବା କଲେଜ ହଷ୍ଟେଲ ଭିତରୁ ମିଳିଛି ମୃତଦେହ। ଗତକାଲି ରାତିରେ…

୪ ସାଂସଦ, ୬ ବିଧାୟକ ସମେତ ଭାଜପା…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ…

ସମ୍ବଲପୁରକୁ ଶାନ୍ତି ଫେରାଇ ଆଣିବା ପାଇଁ…

ଓଏଲ୍‌ ବ୍ୟୁରୋ: ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରକୁ ଶାନ୍ତି ଫେରାଇ ଆଣିବା ପାଇଁ ନେଇ ଶାନ୍ତି କମିଟି ବୈଠକ। ଜିଲ୍ଲାପାଳଙ୍କ…

ନବୀନ ବାବୁ ଆମ ଛାଇ ଦେଖି ଡରିଲେଣି:…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବିଜେପି ନେତାଙ୍କୁ ଝାରସୁଗୁଡା-ସମ୍ବଲପୁର ସୀମାରେ ଅଟକାଇଲା ପୁଲିସ।…

ସମ୍ବଲପୁର ସୀମାରେ ବିଜେପି ନେତାଙ୍କୁ ଅଟକ

ଓଏଲ୍‌ ବ୍ୟୁରୋ: ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବିଜେପି ନେତାଙ୍କୁ ଝାରସୁଗୁଡା-ସମ୍ବଲପୁର ସୀମାରେ ଅଟକାଇଲା ପୁଲିସ।…

ସଚିବାଳୟର କର୍ମଚାରୀଙ୍କ ପାଇଁ ନୂଆ…

ଓଏଲ୍‌ ବ୍ୟୁରୋ: ସଚିବାଳୟର କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ସୁବିଧା ସାମ୍ନାକୁ ଆସିଛି। କାର୍ଯ୍ୟରତ କର୍ମଚାରୀଙ୍କ ପିଲାଙ୍କ ପାଇଁ ଖୋଲାଯିବ କ୍ରେଚ। ୬ ମାସରୁ ୬ ବର୍ଷ ବୟସର ପିଲାଙ୍କ ପାଇଁ ଖୋଲିବ କ୍ରେଚ। ତେବେ ଏଠାରେ ସଚିବାଳୟର କାର୍ଯ୍ୟରତ କର୍ମଚାରୀ ୨ ହଜାର ଟଙ୍କା ଦେଇ କରିବେ ପଞ୍ଜିକରଣ।…

ପରୀକ୍ଷା ବେଳେ ଖସିଲା ଫ୍ୟାନ, ଦୁଇ ଛାତ୍ର…

ଓଏଲ୍‌ ବ୍ୟୁରୋ: କଟକ ଜିଲ୍ଲା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଥିବା ଏକ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷା ଦେବାବେଳେ ୨ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ଯୁକ୍ତ ଦୁଇରେ ପଢୁଛନ୍ତି। ଜଣେ…

ଆସନ୍ତାକାଲି ୧୨ ଘଣ୍ଟିଆ ବରଗଡ଼ ବନ୍ଦ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆସନ୍ତାକାଲି ୧୯…