Odisha Link
Bridging the Missing Links in Odisha
Daily Archives

April 18, 2023

ଏପ୍ରିଲ ୧୯ ଓ ୨୦ରେ ସ୍କୁଲ ବନ୍ଦ,…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ନଜରରେ ରଖି ସାରା ରାଜ୍ୟରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ। ୧୯ ଓ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ଏନେଇ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏହି…

ଆଗରୁ ରତ୍ନଭଣ୍ଡାର ଚାବି ହଜିଥିଲା, ଏବେ…

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା…

ଆଇଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ କରିଛନ୍ତି ଛୋଟ ଧରଣର ଅଦଳବଦଳ। ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଥିବା ୨୦୧୧ କ୍ୟାଡର…

ମାଫିଆମାନେ ଏବେ ଚିନ୍ତାରେ: ଯୋଗୀ…

ଓଏଲ୍‌ ବ୍ୟୁରୋ: ଶନିବାର ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ଏହାକୁ ନେଇ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ମଧ୍ୟରେ ମାଫିଆ ଓ ଅପରାଧୀମାନଙ୍କୁ ଟାର୍ଗେଟ କରିଛନ୍ତି…

ଏଥର ଗୋଟିଏ ପ୍ଲାଟଫର୍ମରେ ମିଳିବ ଆଧାର,…

ଓଏଲ୍‌ ବ୍ୟୁରୋ: ଆଜିକାଲି ଇଣ୍ଟରନେଟ ଦ୍ୱାରା ଅତି ସହଜରେ ଅନେକ କାର୍ଯ୍ୟ କରାଯାଇପାରୁଛି। ପୂର୍ବରୁ କୌଣସି ସରକାରୀ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟକୁ ଯାଇ ଅନେକ ସମୟ ଅପେକ୍ଷା କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ସମୟ ପରିବର୍ତନ ହେଲାଣି ଆଧୁନିକିରାନା ଦୁନିଆରେ ଅନେକ କାର୍ଯ୍ୟ ଗୋଟେ କ୍ଲିକରେ…

ଆଜି ବିଶ୍ବ ଐତିହ୍ୟ ଦିବସ: ପଠାଣି ସାମନ୍ତ…

ଭୁବନେଶ୍ବର: ଆଜି ବିଶ୍ବ ଐତିହ୍ୟ ଦିବସ ବା ଅନ୍ତର୍ଜାତୀୟ ସ୍ମାରକୀ ଓ ସ୍ଥଳୀ ଦିବସ। ଏହି ଅବସରରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତଙ୍କ ଜନ୍ମପୀଠକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଦାବି କରିଛନ୍ତି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟ।…

ସମଲିଙ୍ଗୀ ସମ୍ପର୍କକୁ ନେଇ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବାକୁ ଥିବାବେଳେ ଏହା ପୂର୍ବରୁ ଏହାକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ଏହି ମାମଲା ରଦ୍ଦ କରିବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଅନୁରୋଧ…

ଆସନ୍ତାକାଲି ୪ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପାଖାପାଖି ୪ଘଣ୍ଟା ଶ୍ରୀବିଗ୍ରହଙ୍କ ବନ୍ଦ ରହିବ। ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଙ୍କ ପାଇଁ…

ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ…

ଓଏଲ୍‌ ବ୍ୟୁରୋ: ଓଡ଼ିଆରେ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଛାତ୍ର ଛାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏସ୍‌ଏସ୍‌ସି ଏମ୍‌ଟିଏସ୍ ପରୀକ୍ଷା ଅର୍ଥାତ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ ଷ୍ଟାଫ୍ ପରୀକ୍ଷା ଏଥର ଓଡ଼ିଆ ଭାଷାରେ ହେବ। କେବଳ ଓଡ଼ିଆ ନୁହେଁ ବରଂ ଓଡ଼ିଆ ସମେତ ୧୩ଟି…

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା…