Odisha Link
Bridging the Missing Links in Odisha
Daily Archives

April 21, 2023

ଭାରତର ଦକ୍ଷତା ରାଜଧାନୀରେ ପରିଣତ ହେବ…

ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌ର ୨ୟ ଦିନରେ ଆଜି ବିଶ୍ୱରେ ଏକ ଅଗ୍ରଣୀ ଦକ୍ଷତା କେନ୍ଦ୍ରରେ ପରିଣତ ହେବା ଲାଗି ଓଡିଶା ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ୨ୟ ଦିନରେ ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା, ମୂଲ୍ୟାୟନ, ପ୍ରଶିକ୍ଷଣ ଏବଂ କର୍ମବଳର…

ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ…

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ ସାମିଲ…

ସ୍କିଲ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ…

ଭୁବନେଶ୍ବର: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍…

ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ,…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା। ଉଚ୍ଚଶିକ୍ଷା ପାଇଁ ଆମେରକିା ଯାଇଥିବା ୨୪ ବର୍ଷିୟ ସାଇଶ ବୀରାଙ୍କ ମୃତ୍ୟୁ ହୋଇଛି। ସେ ଆନ୍ଧପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି। ସେ ଆମେରିକାରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରି ନିଜର ପଢ଼ାଖର୍ଚ୍ଚ ଉଠାଉଥିଲେ। ଜାତୀୟ…

ପୂର୍ବତନ ରାଜ୍ୟପାଳଙ୍କୁ ସିବିଆଇ ସମନ,…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟାପଳ ସତ୍ୟପାଳ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସତ୍ୟପାଳଙ୍କୁ ସମନ ଜାରି କରିଛି। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ…

ଏନିସିପିର ଗୁରୁତ୍ବପୂର୍ଣ୍ଣ ବୈଠକରେ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। କାରଣ କିଛି ଦିନ ହେବ ଖୁବ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ନେତା ଅଜିତ ପାଓ୍ବାର ଦଳ ଛାଡ଼ି ନିଜର ସମର୍ଥକଙ୍କୁ ସାଥିରେ ନେଇ ଭାଜପାରେ ସାମିଲ ହେବେ। ଏସବୁ ଚର୍ଚ୍ଚା ଲାଗି ରହିଥିବା ମଧ୍ୟରେ ଅଜିତ…

ମେ’୨୮ରେ ଆଇପିଏଲ ଫାଇନାଲ…

ଓଏଲ୍‌ ବ୍ୟୁରୋ: ଚଳିତ ଥର ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଖେଳାଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩। ଇତିମଧ୍ୟରେ ଆଇପିଏଲ୍‌ର ୧୬ ତମ ସଂସ୍କରଣର ୨୯ଟି ମ୍ୟାଚ ଖେଳା ସରିଲାଣି। ଏସବୁ ମଧ୍ୟରେ ଆଜି ଆଇପିଏଲ ଫାଇନାଲ ମୁକାବିଲା ପାଇଁ ତାରିଖ ଘୋଷଣା ହୋଇଛି। ମେ' ୨୮ ତାରିଖରେ ଖେଳାଯିବ ଆଇପିଏଲ…

ପୁଞ୍ଛରେ ୫ ଯବାନ ସହିଦ ଘଟଣା: ଆକ୍ରମଣ…

ଓଏଲ୍‌ ବ୍ୟୁରୋ: ଗୁରୁବାର ଅପରାହ୍ନରେ ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ଆକ୍ରମଣରେ ୬ରୁ ୭ ଆତଙ୍କବାଦୀ ସାମିଲ ଥିବାର ସୂଚନା ମିଳିଛି। ଆକ୍ରମଣ କରିଥିଲେ ଲସ୍କର-ଇ-ତୋଇବାର ଆତଙ୍କବାଦୀ। ସହିଦ ହୋଇଥିବା ୫ ଯବାନଙ୍କ…

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ଆସନ୍ତା ୨୬…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ତ୍ରାହି। ରାଜ୍ୟରେ କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ପ୍ରବାହରେ ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏଁ ବର୍ଷା ହେବାର ଆଶଙ୍କା ରହିଛି। ୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଜି ଓ କାଲି ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ତିନିଠାକୁରଙ୍କୁ କିଏ ନେଇଯିବ, ନବୀନ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ…