Odisha Link
Bridging the Missing Links in Odisha
Daily Archives

May 17, 2023

ଉଚ୍ଛେଦ ହେଲା ସ୍ୱର୍ଗତ ଡି ପ୍ରକାଶ…

ଓଏଲ୍‌ ବ୍ୟୁରୋ: କଟକରେ ଜବରଦଖଲ ଉଚ୍ଛେଦ ସମୟରେ ବାଦ ପଡ଼ିଲାଣି ପଦ୍ମଶ୍ରୀ ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ପ୍ରିୟ ସ୍ମୃତି। ମାଟିରେ ମିଶିଲା ପଦ୍ମଶ୍ରୀ ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ଚା’ ଦୋକାନ। ପଦ୍ମଶ୍ରୀଙ୍କ ପ୍ରିୟ ଟି’ ଷ୍ଟଲରେ ବୁଲଡୋଜର ବୁଲାଇବା ପରେ ଚା ଦୋକାନ ଭାଙ୍ଗି ରୁଜି ଯାଇଛି। ସ୍ୱର୍ଗତ…

‘ଆମେ ଚାହୁଁଛୁ ମିଳାମିଶା, ହେଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପୁରା ପରିବାର ନାଁରେ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ। ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଶଶିଭୂଷଣ ବେହେରାଙ୍କ ବୋହୂ ରୋନାଲିଙ୍କ ବାପା ଗୋଖା ବେହେରା ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଆମେ…

ଯୌତୁକ କଥା ତ ବହୁତ ବଡ଼ କଥା, ଗୋଟିଏ ବି…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପୁରା ପରିବାର ନାଁରେ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ। ଯୌତୁକ ନିର୍ଯାତନା ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ଶଶିଭୂଷଣ ବେହେରା। ସେ କହିଛନ୍ତି, ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ ଓ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯୋଗାଣ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ କୁମାର ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ‌ହୋଇଛି। ଭିଜିଲାନ୍ସ ପଞ୍ଝାରେ…

ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପରିଦର୍ଶନ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି। ଗତକାଲି ସେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ମିନାକ୍ଷୀ ଲେଖି କହିଛନ୍ତି ଯେ,…

ଟେରର ଫଣ୍ଡିଂ ଲିଙ୍କରେ ବଡ଼…

ଓଏଲ୍‌ ବ୍ୟୁରୋ: ଟେରର ଫଣ୍ଡିଂ ଲିଙ୍କରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ। ୬ଟି ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ରେଡ୍‌। ହରିୟାଣା, ପଞ୍ଜାବ, ରାଜସ୍ଥାନ, ୟୁପି, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ରେଡ୍‌ ଜାରି ରହିଛି। ଆତଙ୍କୀ-ନିଶା-ସ୍ମଗଲର-ଗ୍ୟାଙ୍ଗଷ୍ଟର ଲିଙ୍କ୍‌ରେ ଚାଲିଛି ଚଢ଼ାଉ। ରାଜ୍ୟ…

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ…

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡ ପରିକ୍ଷା ଫଳ ପ୍ରକାଶନ ତାରିଖକୁ ବୋର୍ଡ଼ ଉପ-ସଭାପତି ଘୋଷଣା କରିଛନ୍ତି। ଏନେଇ ଗତକାଲି ୧୧.୩୦ରେ ତାରିଖ ଘୋଷଣା ହୋଇଥିଲା। ତେବେ ଗୁରୁବାର ଦିନ…

ଆଞ୍ଚଳିକ ଦଳକୁ ଅଜଣା ଚାନ୍ଦା: ଡିଏମ୍‌କେ…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ରିପୋର୍ଟ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର୍‌। ରିପୋର୍ଟ ଅନୁଯାୟୀ ଅଜଣା ସୂତ୍ରରୁ ସର୍ବାଧିକ ଅର୍ଥ ପାଇଥିବା ଆଞ୍ଚଳିକ ଦଳଗୁଡ଼ିକ…

ଶେଷ ଓଭରରେ ପଲଟିଲା ବାଜି, ଚର୍ଚ୍ଚାରେ…

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସଂସ୍କରଣ। ଦିନକୁ ଦିନ ଖେଳାଯାଉଥିବା ମ୍ୟାଚ ଖେଳପ୍ରେମୀଙ୍କ ମନରେ ଭରି ଦେଉଛି ଅଧିକ ରୋମାଞ୍ଚ। କାରଣ କେଉଁ ୪ଟି ଦଳ ପ୍ଲେ ଅଫ୍‌ରେ ପ୍ରବେଶ କରିବେ ସେ ନେଇ ଚାଲିଛି ଅଙ୍କକଷା। ଆଇପିଏଲର ୬୩ ତମ ମୁକାବିଲାରେ ୫ଥରର ଆଇପିଏଲ ବିଜେତା…

ଆଜି ଶ୍ରୀଜିଉଙ୍କ ଦର୍ଶନ ୪ଘଣ୍ଟା ବନ୍ଦ

ପୁରୀ: ଆଜି ଆପଣ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବାକୁ ଯୋଜନା କରିଛନ୍ତି କି ? ତେବେ ତା ପୂର୍ବରୁ ଜାଣି ରଖନ୍ତୁ ଏହି ବଡ଼ ଖବର। କାରଣ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଯାହାଫଳରେ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ସ୍ନାନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।…