Odisha Link
Bridging the Missing Links in Odisha
Daily Archives

May 17, 2023

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଦୁଇ ବରିଷ୍ଠ…

ଓଏଲ୍‌ ବ୍ୟୁରୋ: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ! କାହା ନାଁରେ ବାଜିବ ମୋହର? ଏଭଳି ଅନେକ ପ୍ରଶ୍ନ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଗୋଟେ ପଟେ ସଭାପତି ଡି.କେ ଶିବକୁମାର ଓ ଅନ୍ୟପଟେ ବରିଷ୍ଠ ନେତା ସିଦ୍ଦରମୈୟା। କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଏବେ ବି ନିଷ୍ପତ୍ତି ହୋଇପାରି…

ପୋଷ୍ଟିଂ ପାଇଁ ଲାଞ୍ଚ ନେବା ପଡ଼ିଲା…

ଓଏଲ୍‌ ବ୍ୟୁରୋ: ସରକାରୀ କର୍ମୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ ଓ କିରାଣି। ବନ୍ଧୁଗାଁ ବ୍ଲକ ସିଡିପିଓ ନମିତାରାଣୀ ପଲ୍, କିରାଣି ଅଶ୍ୱିନୀ ପ୍ରଧାନ ଏହି ମାମଲାରେ ଧରାପଡ଼ିଛନ୍ତି। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବନ୍ଧୁଗାଁ ବ୍ଲକ…

ଝାରସୁଗୁଡାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଝାରସୁଗୁଡା ଉପ-ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଦୀପାଳି ଦାସ। ଦୀପାଳି ବିଜୟ ଲାଭ କରିବା ପରେ ବିଧାନସଭାରେ ବିଧାୟିକା ଭାବେ ଶପଥ ନେଇଥିଲେ। ବିଧାନସଭାରେ ଦୀପାଳି ଦାସଙ୍କୁ ଶପଥ ପାଠ କରାଇଥିଲେ ଉପବାଚସ୍ପତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଥିଲେ ଦୀପାଳି…

ତାତିରୁ ମିଳିବ ତ୍ରାହି, ଝଡ଼ବର୍ଷା ନେଇ…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ନିସ୍ତାର। ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେଘାଚ୍ଛନ ଆକାଶ ରହିଛି। ଝଡ଼ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଂଜାମ,…

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କକ୍ଷରେ ଏହା ଆୟୋଜିତ ହୋଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ…

ଆସନ୍ତାକାଲି ପୁରୀରେ ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଗଡ଼ିବ ହାଓ୍ବଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍‌ ମୋଦି କରିବେ ଏହାର ଶୁଭାରମ୍ଭ। ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ସମାରୋହରେ ଯୋଗ ଦେବାପାଇଁ ଆଜି ଭୁବେନଶ୍ବର ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ସନ୍ଧ୍ୟା ୮ଟା…

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ କୁମାର ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ‌ହୋଇଛି। ଏହି ଚଢ଼ାଉ ସମୟରେ…

ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍…

ଓଏଲ୍‌ ବ୍ୟୁରୋ: ସାମ୍ବାଦିକ ବିବେକ ରଘୁବଂଶୀ ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗ ହୋଇଥିବା ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୁପ୍ତଚର ମାମଲାରେ ସାମ୍ବାଦିକ ବିବେକ ରଘୁବଂଶୀଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଜଣେ ପୂର୍ବତନ ସେନା କମାଣ୍ଡରଙ୍କୁ ସିବିଆଇ…

ଜେପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି…

ଓଏଲ୍‌ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ଭେଟିଲେ ମନମୋହନ ସାମଲ। ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଖବର ଅନୁସାରେ,…

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରରେ…

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପୁରୀକୁ ପ୍ରତିଦିନ ଅନେକ ଭକ୍ତଙ୍କ ସୁଅ ଛୁଟୁଛି। ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହି ମାମଲା କ୍ରମେ…