Odisha Link
Bridging the Missing Links in Odisha

ପୋଷ୍ଟିଂ ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି ଓ ସିଡିପିଓ

ପୋଷ୍ଟିଂ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ସିଡିପିଓ ଓ କିରାଣି।

ଓଏଲ୍‌ ବ୍ୟୁରୋ: ସରକାରୀ କର୍ମୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ ଓ କିରାଣି। ବନ୍ଧୁଗାଁ ବ୍ଲକ ସିଡିପିଓ ନମିତାରାଣୀ ପଲ୍, କିରାଣି ଅଶ୍ୱିନୀ ପ୍ରଧାନ ଏହି ମାମଲାରେ ଧରାପଡ଼ିଛନ୍ତି। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବନ୍ଧୁଗାଁ ବ୍ଲକ ସିଡିପିଓ ଓ କିରାଣି।

ପୋଷ୍ଟିଂ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ସିଡିପିଓ ଓ କିରାଣି। ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ବନ୍ଧୁଗାଁ ବ୍ଲକ ସିଡିପିଓ ନମିତାରାଣୀ ପଲ୍, କିରାଣି ଅଶ୍ୱିନୀ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.